Tuesday , September 27 2022
Breaking News
Home / Tag Archives: କଟକ ସଦର

Tag Archives: କଟକ ସଦର

ମିଶନ ଶକ୍ତି ମା’ ମାନଙ୍କୁ ୩ କୋଟି ୬୯ ଲକ୍ଷ ଟଙ୍କା ଋଣ ପ୍ରଦାନ

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକରେ ଆଜି (ବୁଧବାର) ଵ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ସଂଯୋଜକ ଶରତ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ ଗୋଟି ଵ୍ୟାଙ୍କ ଦେଇଥିବା ୩ କୋଟି ୬୯ ଋଣକୁ ୪୫ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ପ୍ରଦାନ କରିଥିଲେ। ଏଥିରେ ଵିଡିଓ ରାଜୀଵ ଲୋଚନ ପରିଡ଼ା,ଏଵିଡିଓ ଝାଡେଶ୍ୱର ଦାସ,ଭାରପ୍ରାପ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅମ୍ଵିକା ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା …

Read More »

ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଵନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜଳ ସଂପଦ ବିଭାଗର ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଡାହାଣ ପଟ ଵନ୍ଧ ରାସ୍ତା ଏବେ ଶୋଚନୀୟ ହୋଇ ମରଣଯନ୍ତା ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପିଚୁ ରାସ୍ତା ସାରା ଖାଲ ଖମାରେ ପରିଣତ ହୋଇ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି।ଏହି ନଦୀବନ୍ଧ ରାସ୍ତାରେ କଟକ ସଦର ଓ ନିଶ୍ଚିନ୍ତକୋଇଲି ଵ୍ଲକର ପ୍ରାୟ ୧୦ ଗୋଟି ପଞ୍ଚାୟତର ଲୋକେ ପ୍ରତ୍ୟହ ଗମନାଗମନ କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଯୋଗୁଁ ନାହିଁ …

Read More »