ଢେଙ୍କାନାଳ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ …
Read More »ଦଶଦଫା ଦାବିପୂରଣ ପାଇଁ ଡ୍ରାଇଭର ମହାସଂଘ ର ବିକ୍ଷୋଭ
ସାଲେପୁର, ୧୫/୦୩/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ଡ୍ରାଇଭର ମହାସଂଘ ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆଜି ରାଜ୍ୟ ଵ୍ୟାପୀ ଚାଲିଛି । ଏହି ପରିପ୍ରେକ୍ଷୀରେ ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ର ଏହାର ପ୍ରଭାବ ଦେଖିବାକୁ ମିଳିଛି । ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ଆନ୍ଦୋଳନ କୁ ଓଲ୍ହାଇ ଦାବିପୂରଣ ନିମନ୍ତେ ସରକାର ଙ୍କୁ ନିବେଦନ କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ସଂଘ ପକ୍ଷରୁ କଟକ ପାରାଦ୍ୱୀପ ରାସ୍ତାର ଗଡ଼ମା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କର ପ୍ରମୁଖ ଦାବି …
Read More »