Friday , March 31 2023

Recent Posts

ଗୋବରୀନଦୀରେ ନିର୍ମାଣଧିନ ସେତୁ ଭୂଷୁଡିଲା

କେନ୍ଦ୍ରାପଡ଼ା, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ରାସ୍ତାରୁ ଭିଡ କମାଇବା ଉଦେଶ୍ୟରେ ଗୋବରୀ ନଦୀର ଗୁଲନଗର ଚଟି ପୋଲ ନିକଟରୁ ଗରାପୁର କାଳୀମନ୍ଦିର ପର୍ୟ୍ୟନ୍ତ ଏକ ନୂତନ ବିକଳ୍ପ ବାଇପାସ ରାସ୍ତା ନିର୍ମାଣ ପାଇଁ ଏ.ଆର.ଏସ୍.ଏସ. କମ୍ପାନୀ କେନ୍ଦ୍ରାପଡା ପୂର୍ତ ବିଭାଗରୁ ୨୩କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ କାର୍ୟ୍ୟାଦେଶ ନେଇଥିଲା । ଏହି କାର୍ୟ୍ୟାଦେଶ ମଧ୍ୟରେ ବାଇପାସ ରାସ୍ତାର ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହା ନଭେମ୍ବର …

Read More »

Breaking News : ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳି- –

 ଅଭିଯୁକ୍ତ ଯୁବକ , ଜଣେ ମହିଳା ଙ୍କ ସମେତ ଦୁଇ ସହଯୋଗୀ ଗିରଫ, ଏକ ଭ୍ୟାନ ,ସ୍କୁଟି , ପଲସର ବାଇକ, ଏକ ବନ୍ଧୁକ, ଖୋକା,୩ ଟି ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ ମୟୁରଭଞ୍ଜ, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)- ମୟୂରଭଞ୍ଜରେ ଚାଞ୍ଚଲ୍ୟ । ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳି କରିଛି ବିବାହିତ ଯୁବକ । ଅଭିଯୁକ୍ତ ଯୁବକ ଙ୍କ ସମେତ ଦୁଇ ସହଯୋଗୀ ଙ୍କୁ ଗିରଫ କରାଯାଇଛି। ଏହି ଭଳି ଏକ ଅଭାବନୀୟ ଘଟଣା ବିଶୋଇ ଥାନା ଅଞ୍ଚଳରେ …

Read More »

ପୋଷଣ ପକଓ୍ଵାଡା ଅନୁଷ୍ଠିତ

ଲକ୍ଷ୍ମୀପୁର,୧୫/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟଠାରେ ଆଜି ସିଡିପିଓ ପାର୍ବତୀ ଆଚାର୍ୟ୍ୟଙ୍କ ସଭାପତିତ୍ଵରେ ପୋଷଣ ପକଓ୍ଵାଡା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ୟ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା ଓ ବିଡିଓ ପ୍ରୀତି ରଞ୍ଜନ ରଥ ଯୋଗ ଦେଇ ଏହି କାର୍ୟ୍ୟକ୍ରମର ସାରାଂଶ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କ୍ଷେତ୍ରରେ ଅଙ୍ଗନାବାଡି କର୍ମିଙ୍କ ହାତରେ ତିଆରି ଗର୍ଭବତୀ ପ୍ରସୁତୀ ମାନଙ୍କ ପୃଷ୍ଟିକର ଖାଦ୍ୟ,ପ୍ରାକ୍ ବିଦ୍ୟାଳୟ ଶିଶୁ ମାନଙ୍କ ପାଇଁ ଗରମ ରନ୍ଧା …

Read More »