Friday , February 3 2023

Recent Posts

ଓଳାଶୁଣୀ ପୀଠ ରେ ପ୍ରସିଦ୍ଧ ଗୁମ୍ଫା ଯାତ୍ରା

ମାହାଙ୍ଗା, ୨୦/୦୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଓଳାଶୁଣୀ ପୀଠ ରେ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର କେଶ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି  ।  ପ୍ରସିଦ୍ଧ ଓଳାଶୁଣୀ ମେଳା ଅବସରରେ ସନ୍ଥ ଅରକ୍ଷିତ ଦାସ ଙ୍କ କେଶ କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ  କଟକ ଜିଲ୍ଲା ମାହାଙ୍ଗା ଲଳିତଗିରି ଗ୍ରାମରେ ପୂଜା ପାଉଥିବା କଳ୍ପତରୁ ମହାରଣାଙ୍କ ଘରେ ମହାପୁରୁଷ ଙ୍କ କେଶ କୁ ନୀତିକାନ୍ତି  ଅନୁସାରେ ସବୁଦିନ ପାଇଁ ପୂଜାର୍ଚ୍ଚନା କରଯାଇଥାଏ । ବିଧିବଦ୍ଧ …

Read More »

ସ୍ବର୍ଗତଃ ଡ.ପ୍ରକାଶ ସେନାପତି ଙ୍କ ଜନ୍ମଜୟନ୍ତୀ ପାଳିତ

ଲକ୍ଷ୍ମୀପୁର ୧୯/୦୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା) – ଲକ୍ଷ୍ମୀପୁର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ସ୍ବର୍ଗତଃ ଡ.ପ୍ରକାଶ ସେନାପତିଙ୍କ ୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଲକ୍ଷ୍ମୀପୁର ବଜାର ମଝିରେ ଥିବା ଦୁର୍ଗାପୂଜା ମଣ୍ଡପ ଠାରେ ଆୟୋଜିତ ସ୍ଵର୍ଗତଃ ସେନାପତିଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଲକ୍ଷ୍ମୀପୁର ମହା ବିଦ୍ୟାଳୟର କିଛି ଅଧ୍ୟାପକ, ଅଧ୍ୟାପିକା,ସାଇ ସେବା ସମିତିର ସମସ୍ତ କର୍ମକର୍ତା,ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରି,ସାହିତ୍ୟ ପରିଷଦର ସଦସ୍ୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ଯୋଗ ଦେଇ ତାଙ୍କର ଜୀବନି ଉପରେ ନିଜନିଜ ଅଭିଭାଷଣ ପରିପ୍ରକାଶ କରିଥିଲେ।ସ୍ଵର୍ଗତଃ ସେନାପତି …

Read More »