Thursday , December 1 2022
Breaking News

Recent Posts

ନବ ଉଲ୍ଳାସ କାର୍ଯ୍ୟକ୍ରମ ଅନୁଷ୍ଠିତ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳର ୪ ଜଣ ପୁରସ୍କୃତ

କନ୍ଧମାଳ, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ନବୋଦୟ ପୁରାତନ ଛାତ୍ର ସଂଗଠନର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୩୨ଟି ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିଶନର ସୌମ୍ୟରଂଜନ ପ୍ରିୟଦର୍ଶନୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ପୁଲିସ୍‌ କମିଶନର ଜଗଦାନନ୍ଦ ଓ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ପାବର୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଏହି …

Read More »

ସାହସପୁରରେ କୁରାଳ ପଂଚମୀ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୩୦/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ମହାସମାରୋହରେ କୁରାଳ ପଂଚମୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱନାଥ ବେହେରା, ଜ୍ଞାନରଞ୍ଜନ ବେହେରା, ଚନ୍ଦନ କୁମାର ବେହେରା, ହଳଧର ବେହେରା, ଦେବୁ ରଣା, ଆଲୋକ ରଣା, ଦୀପକ ବେହେରା, ଆଲୋକ ବେହେରା ପ୍ରମୁଖ ଯୋଗଦେଇ କୁମ୍ଭାର ସମାଜର ଶତାଧିକ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିବା ସହ ଏଭଳି ପୂଜାର ଆୟୋଜନ ଚାଲୁ ରଖିବାକୁ ନିବେଦନ କରିଥିଲେ ।  

Read More »

କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗରେ ଶିକ୍ଷକ ଓ ଛାତ୍ରାଭିଭାବକ ବୈଠକ

ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କେନ୍ଦ୍ରାପଡ଼ା, ୩୦/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଛାତ୍ରାଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଅଧ୍ୟାପକ ଅଚୁ୍ୟତାନନ୍ଦ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବା ଅଧ୍ୟୟନରେ କିଛି ତୃଟି ରହୁଛି କି ନାହଁ, କି କି  ସମସ୍ୟା ରହୁଛି ଏବଂ ଅଧିକ ଆଉ କ’ଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ବିଭାଗୀୟ ଶିକ୍ଷା …

Read More »