Thursday , March 30 2023
Breaking News

Recent Posts

ନୂତନ ପଂଚାୟତ କାର୍ଯାଳୟ ପାଇଁ ଜମି ବିବାଦ ସମାଧାନ

ଖୋର୍ଦ୍ଧା, ୧୪/୦୩/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଡିଆ ଗ୍ରାମ ପଂଚାୟତ ର ନୂତନ କାର୍ଯାଳୟ ଜମି ଚିହ୍ନଟ। ନୂତନ କାର୍ଯାଳୟ ପାଇଁ କପିଳେଶ୍ୱର ଦେବଙ୍କ ପୀଠ ନିକଟ ଜମିରେ ଜେସିବି ଲଗାଇ ଆଜି ଯାଗା ସଫା କରାଯାଇଛି।ସୂଚନାରୁ ପ୍ରକାଶ ଯେ ଡିଆ ପଂଚାୟତ ଗଠନର ଆଜକୁ ସାତ ବର୍ଷ ହେଇଥିଲେ ମଧ୍ୟ ପଂଚାୟତ କାର୍ଯାଳୟ ହୋଇ ପାରିନଥିଲା । କାର୍ଯାଳୟ ପାଇଁ ଚିହ୍ନଟ ଯାଗା ଦୀର୍ଘ ଦିନ ହେଲା କିଛି ପରିବାରଙ୍କ ଜବରଦଖଲରେ ରହିଥିଲା। ଆଜି ଟାଙ୍ଗୀ …

Read More »

 ଡାଇଭରସନ୍ ରାସ୍ତା ସହ ସୂଚନା ଫଳକ ନଲଗାଇ ପୋଲ ତାଡିଲେ ଠିକାଦାର,ଯାତାୟତ ପାଇଁ ଯାତ୍ରୀ ହିନସ୍ଥା

କଟକ ସଦର, ୧୪/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ପୂର୍ତ୍ତ ଓ କୋଠାବାଡ଼ି ବିଭାଜନ ଅଧିନସ୍ଥ ତଥା ଫକିରପଡା ଉପ ବିଭାଜନ ଅନ୍ତର୍ଗତ ସୋମପୁର-କିଶନନଗର ରାସ୍ତାର ସୋମପୁର ଠାରେ ପାଇକା ଉପରେ ଥିବା ଏକ ପୋଲକୁ ବିନା ସୂଚନା ଫଳକ କିମ୍ବା ଯାତାୟତ ପାଇଁ ଡାଇଭରସନ୍ ରୋଡ଼ କରାନଯାଇ ଭଙ୍ଗା ଯାଉଥିବା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଯନ୍ତ୍ରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି। କିଶନ ନଗରରେ ଥାନା, ତହସିଲ,ହାଟ,କଲେଜ …

Read More »

 ସାମ୍ବାଦିକ ଙ୍କୁ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣାରେ ଏସ ପି ଙ୍କୁ ଭେଟିଲା ଭୁବନ ସାମ୍ବାଦିକ ସଂଘ

ଭୁବନ ୧୪/୦୩/୨୦୨୩ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମର କର୍ତବ୍ୟରତ ଯୁବ ସାମ୍ବାଦିକ ରବିନ ଦାସ ଙ୍କୁ ଗିରଫ କରି ମାନବିକ ଅଧିକାର କ୍ଷୁର୍ଣ୍ଣ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଶତାଧିକ ଲୋକଙ୍କ ସମ୍ମୁଖରେ ଫଟୋ ଉଠାଇବା ଘଟଣାରେ ଭୁବନ ସାମ୍ବାଦିକ ସଂଘ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନ୍ୟାୟ ମାଗିଥିଲା । ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଂଜନ ନନ୍ଦ ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତା ଙ୍କ ସମେତ ଗଁନ୍ଦିଆ ମିଳିତ ସାମ୍ବାଦିକ …

Read More »