Friday , March 31 2023

Recent Posts

୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ହେବ

ଭୁବନେଶ୍ୱର, ୧୬/୦୩/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ହେବ । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକ ରେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଆସନ୍ତା ୩ ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ …

Read More »

ସାମ୍ବାଦିକ ଙ୍କୁ ହତ୍ୟା ଧମକ

ଭୁବନ ୧୬/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତ ଅନଳ ଗ୍ରାମର ଯୁବ ସାମ୍ବାଦିକ ଦୁଃଶାସନ ପୃଷ୍ଟି ଙ୍କୁ ହତ୍ୟା ଧମକ ସଂପର୍କରେ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଫୋକସ ପ୍ଲସ ସାମ୍ବାଦିକ ଦୁଃଶାସନ ପୃଷ୍ଟି ବାଲିବୋ ପଂଚାୟତର କାନଖାଇ ଗ୍ରାମରେ ଏକ ନରେଗା କାର୍ଯ୍ୟ ହେଉଥିବା ସଂପର୍କରେ ଖବର ପାଇ ସମ୍ବାଦ ସଂଗ୍ରହ କରିବାକୁ ସେଠାକୁ ଯାଇଥିଲେ । ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଭୁବନ କାଳିବଜାରସ୍ଥିତ ଏକ ଦୋକାନକୁ …

Read More »

ଯାଦବ ସମାଜର ବ୍ଲକ କମିଟି ଗଠିତ, ଜୟପୁର ସମାବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ନିଷ୍ପତ୍ତି

ଲକ୍ଷ୍ମୀପୁର,୧୬/୦୩/୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଯାଦବ ସମାଜର ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ମାନାବାର୍ ଠାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମନ୍ୱୟ କମିଟି ଆବାହକ ସାଥିରାମ ନାୟକ ଯୋଗ ଦେଇ ଏପ୍ରିଲ ୧୬ ତାରିଖରେ ଜୟପୁର ଠାରେ ହେବାକୁ ଥିବା “ଗୌଡ଼ ଅଧିକାର ସମାବେଶ”ର ପ୍ରଚାର ପତ୍ର ଉନ୍ମୋଚନ କରିଥିଲେ। ଯାଦବ ସମାଜର ଉପଦେଷ୍ଟା ଗୋପୀନାଥ ପଲାଇ କାର୍ଯ୍ୟକ୍ରମ ପାଇଁ ନନ୍ଦପୁର, ଲମତାପୁଟ,ବୈଇପାରିଗୁଡା,କୁନ୍ଦୁରା ଏବଂ କୋରାପୁଟ ବ୍ଲକ …

Read More »