Friday , February 3 2023

Recent Posts

ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡ଼ା, ୨୧/୦୧/୨୦୨୩ (ଓଡ଼ିଶା ସମାଚାର)- କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ପାଖ ପୌରସଂସ୍ଥା ସ୍ୱାଗତ ତୋରଣ ନିକଟସ୍ଥ ଗୁଆଳସିଂରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଭାବେ ଡାକ୍ତର ଧର୍ମେନ୍ଦ୍ର ସିଂକୁ ନିଯୁକ୍ତି ପ୍ରଦାନ କରାଯାଇଛି । ସକାଳେ ଦୁଇଘଂଟା ଓ ଅପରାହ୍ନରେ ୨ଘଂଟା ଏହି କେନ୍ଦ୍ର ଖୋଲା ରହି ସହରାଂଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ । …

Read More »

ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହିତ ଆଲୋଚନା କଲେ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ସଂଗଠନର କର୍ମକର୍ତା

କେନ୍ଦ୍ରାପଡ଼ା, ୨୧/୦୧/୨୦୨୩ (ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ ନେଇ ଗଠିତ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ସମ୍ପାଦକ ଅଭୟ କୁମାର ମହାରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମୃତ ରିତୁରାଜ ଓ ପ୍ରକଳ୍ପ ନିର୍ଦ୍ଦେଶକ ରାଜିବ ଲୋଚନ ପଣ୍ଡା ଙ୍କୁ ପଞ୍ଚାୟତ ସମିତି ର ବିଭିନ୍ନ ସମସ୍ୟା ଓ ପ୍ରଶାସନ ଏବଂ ପଞ୍ଚାୟତ ସମିତି ର ମିଳିତ ସହଯୋଗରେ ପଞ୍ଚାୟତ ସମିତି ର ବିକାଶ ପାଇଁ ଭେଟି ଆଲୋଚନା …

Read More »

୩ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ

ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଚାନ୍ଦ ସ୍ପୋଟିଂ ୩-୦ରେ ବିଜୟୀ କେନ୍ଦ୍ରାପଡ଼ା, ୨୧/୦୧/୨୦୨୩ (ଓଡ଼ିଶା ସମାଚାର)- ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି  ଫୁଟବଲ ଟୁର୍ଣ୍ଣାମେଂଟ ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ଅଧ୍ୟକ୍ଷତାରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ …

Read More »