Friday , July 1 2022
Breaking News

Recent Posts

ଜମି ଠକେଇ ମାମଲା,୨୦ ଦିନ ପରେ ଏସପିଙ୍କ ହସ୍ତକ୍ଷେପ ଫଳରେ କିଶନନଗର ଥାନାରେ ପଞ୍ଜିକୃତ ହେଲା ମାମଲା

କଟକ ସଦର, ୩୦/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ନଵଗ୍ରାମର ଜନୈକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ସୟଦ୍ ସାମସୁଲ ଅଲ୍ଲିଙ୍କ ଜମିକୁ ତଞ୍ଚକତା ତଥା ଜାଲିଆତି କରି କିଶନ ନଗର ତହସିଲର ଜଣେ ଅମିନଙ୍କ ସହାୟତାରେ ପ୍ରହରାଜପୁରର ଭୋଳା ଓରଫ ଏକ୍ରାମ ଖଲକ ଵିକ୍ରି କରିଦେଇଥିଵା ଅଭିଯୋଗ ହୋଇଥିଲା।ହେଲେ ନିକଟରେ ନିଲମ୍ବିତ ହୋଇଥିବା କିଶନନଗର ଥାନାର ତତ୍କାଳୀନ ଆଇଆଇସି ସସ୍ମିତା ରଣା ଉଦ୍ଦେଶ୍ୟମୂଳକ …

Read More »

Breaking News : ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ

ରାଇରଙ୍ଗପୁର,୩୦/୬/୨୦୨୨(ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ ହୋଇଛି । ୪୯ ନଂ ଜାତୀୟ ରାଜପଥ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚାଇଁନେବଦା ଛକ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ କାରଟି ପିଟି ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଯଶୀପୁର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର …

Read More »

ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ

ବାଲିଗୁଡା, ୩୦/୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀ ର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ସମ୍ମାନିତ ଅତିଥି …

Read More »