Friday , March 31 2023

Recent Posts

ପାଟକୁରା ବିଜେଡ଼ି ପାଳିଲା ଆନ୍ତର୍ଜାତିକ ମହିଳା ଦିବସ 

ଗରଦପୁର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପାଟକୁରା ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗରଦପୁର ବ୍ଲକ୍ କଳାବୁଦା ପଂଚାୟତସ୍ଥିତ ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇ ଯାଇଛି । ବିଜେଡ଼ି ଯୁବ ନେତା ରଶ୍ମିରଂଜନ ପ୍ରଧାନ ଙ୍କ ସଂଯୋଜନାରେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ନେଇ ମା କୁ ସମ୍ମାନ ଗାଁ କୁ କାମ ନାରା ଦେବା …

Read More »

କଲ୍ୟାଣ ମଣ୍ଡପ ଶିଳାନ୍ୟାସ 

ଗରଦପୁର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତ ବାସୁଦେବପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡପର ଶିଳାନ୍ୟାସ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମଣ୍ଡପ ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ମଂଜୁରୀ ହୋଇଥିବାବେଳେ ଏହି ମଣ୍ଡପ ନିର୍ମାଣ ଶେଷ ପର୍ଯ୍ୟନ୍ତ ଯେତେ ଅର୍ଥ ଲାଗିବ , ସେଥିପାଇଁ ଅର୍ଥ ଅଭାବ ରହିବ ନାହିଁ ବୋଲି ମୁଖ୍ୟ …

Read More »

ଡ୍ରାଇଭର ଏକତା ମହାମଞ୍ଚର  ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)-ଗତ ୧୫ ତାରିଖ ଠାରୁ ରାଜ୍ୟବ୍ୟାପି ଆରମ୍ଭ ‌ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଛନ୍ତି  । ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ‌ବୋଲି ଚେତାବନୀ ଦେଇଛନ୍ତି। ଏଥି …

Read More »