Thursday , March 30 2023
Breaking News

Recent Posts

ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ବାସନ୍ତୀ ମହାପାତ୍ରଙ୍କ ସହାୟତା

ନିରାକାରପୁର ୧୬/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଭୁଷଣ୍ଡପୁର ଠାରେ ଅପ୍ରତ୍ୟାଶିତ ଭାବରେ ଘଟିଥିବା ମର୍ମନ୍ତୁଦ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା – ଦୋଳଗୋବିନ୍ଦ ବେହେରା, ନିରଞ୍ଜନ ବେହେରା, ମହେଶ୍ୱର ବେହେରା, ବ୍ରଜବନ୍ଧୁ ବେହେରା ଏବଂ ସହଦେଵ ବେହେରାଙ୍କ ବାସଭବନ କୁ ଯାଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଶୋକ ସନ୍ତପ୍ତ ପରିବାରକୁ ପୁନଃଶ୍ଚ ଭେଟି ଆଶ୍ୱାସନା, ସମବେଦନା ଓ ସେମାନଙ୍କ ଦୁଃଖରେ ସହଭାଗୀ ହୋଇ ବ୍ୟକ୍ତିଗତ ଭାବରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଭବିଷ୍ୟତରେ …

Read More »

ଚାଞ୍ଚଲ୍ୟ  : ଦୁଇ ବର୍ଷର ଶିଶୁ କନ୍ୟାକୁ ମାରି ମାର ଆତ୍ମ ହତ୍ୟା

ଲକ୍ଷ୍ମୀପୁର, ୧୬/୦୩/୨୦୨୩ (ଓଡିଶା ସମାଚାର)- କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁ ରେ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ମାର ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ କାକିରିଗୁମା ଓ ଲକ୍ଷ୍ମୀପୁର ପୋଲିସ ପହଁଚି ତଦନ୍ତ କରିଛି। ପରେ ସାଇଣ୍ଟିଫିକ୍ ଟିମ ଆସିବା ପରେ ମାଜିଷ୍ଟେଟ୍ ଦାଇତ୍ଵରେ ଲକ୍ଷ୍ମୀପୁର ତହସିଲଦାର୍ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଦୁଇ  ମୃତ ଦେହ ଉଧାର କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ମୃତକ ଦୁହେଁ ହେଲେ …

Read More »

କଳାହାଣ୍ଡି ଜିଲ୍ଲା ରେ ଡ଼୍ରାଇଭର ମହାସଂଘ ର ସୁରକ୍ଷା କୁ ନେଇ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ

କଳାହାଣ୍ଡି,୧୬/୦୩/୨୦୨୩ (ଓଡ଼ିଶା ସମାଚାର / ସଂଜୟ ସିଂହ )- ସମଗ୍ର କଳାହାଣ୍ଡି ଜ଼ିଲ୍ଲା  ରେ ଡ୍ରାଇଭ ମହାସଂଘ ତାଙ୍କର ଅଧିକାର ପାଇଁ ମାର୍ଚ୍ଚ ୧୫ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଡ଼୍ରାଇଭର ମହାସଂଘ ସଂଗଠନ ତରଫରୁ ବିଭିନ୍ନ ସମୟରେ ଏବଂ ବିଭିନ୍ନ ଉପାୟରେ ଡ଼୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା, ବିଷୟରେ,ସରକାରଙ୍କୁ ଅବଗତ କରାଯାଇ ଥିଲେ ସୁଦ୍ଧା ସରକାର ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଏବଂ ଭିନ୍ନ ଭିନ୍ନ ଆଳ ଦେଖାଇ ଆମର …

Read More »