Friday , March 31 2023

Recent Posts

ଚୋରି ଗାଡ଼ି ଖଣ୍ଡ ଖଣ୍ଡ କରି ବିକୁଥିବା ଡକାୟତ ଗ୍ୟାଙ୍ଗ ଗିରଫ 

ନିଶ୍ଚିନ୍ତକୋଇଲି, ୧୮/୦୩/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ରାସ୍ତାରୁ ରାତିର ଅନ୍ଧାରରେ ଉଠାଇ ନେଉଥିଲେ ଚାରିଚକିଆ ଗାଡି। ଆଉ ସକାଳ ହେଲା ଭିତରେ ଗାଡିକୁ କାଟି ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ। ଏମାଙ୍କର ନାମରେ କଟକ, ଯାଜପୁର ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ଅଛି। ଏଭଳି ଏକ ଗାଡି ଡ଼କାୟତ ଗ୍ୟାଙ୍ଗକୁ ନିଶ୍ଚିନ୍ତକୋଇଲି ପୋଲିସ ଧରିବାରେ ସଫଳ ହୋଇଛି। ୩ ଜଣ ଡକାୟତ ଓ ଜଣେ ନାବାଳକ ଏହି ଘଟଣାରେ ଧରାପଡିଛନ୍ତି। ନାବାଳକକୁ ଛାଡି ଅନ୍ୟ …

Read More »

ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ ଶିବିର

କେନ୍ଦ୍ରାପଡ଼ା ୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଡେରାବିଶ୍ ବ୍ଲକ କାର୍ଯ୍ୟାଳୟରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲା ପ୍ରଶାସନ, କେନ୍ଦ୍ରାପଡାଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୧୯ଜଣ ଆଶାୟୀ ଯୁବକ ଯୁବତୀ ଏବଂ ୧୨ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ୧୬୯ଜଣ ଆଶାୟୀ ଯୁବକ ଯୁବତୀ ତାଲିମ ନିମନ୍ତେ ମନୋନୀତ ହୋଇଥିଲେ, ୩୯ଜଣ ଛାତ୍ରୀ ସରକାରୀ ଆଇ.ଟି.ଆଇ ପଟ୍ଟାମୁଣ୍ଡାଇ ଏବଂ ୧୧ଜଣ ଯୁବତୀ ସରକାରୀ …

Read More »

ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୧୮/୦୩/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ବୈଠକରେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଯେନା, ଉପସଭାପତି, ଜିଲା ପରିଷଦ ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ …

Read More »