Friday , March 31 2023

Recent Posts

ଜନନେତା ଡଃ. ଗଦାଧର ମଲ୍ଲିକଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡ଼ା,୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ଓ ଜନନେତା ଡଃ. ଗଦାଧର ମଲ୍ଲିକଙ୍କ ଏକାଦଶାହ ଅବସରରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଣ୍ଡରାସ୍ଥିତ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।  ପରିଷଦର ସଭାପତି ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ଦୁଇଦିନିଆ ଜାତୀୟ ସମ୍ପାନ ଉଦଘାଟିତ

କେନ୍ଦ୍ରାପଡ଼ା, ୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ଏକ ଦୁଇଦିନିଆ ଜାତୀୟ ସମ୍ପାନ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଜାତୀୟ ସମ୍ପାନକୁ ଉଦଘାଟନ କରି ବର୍ତମାନ ସମୟରେ ଗଣିତଶାସ୍ତ୍ରର ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣିତଶାସ୍ତ୍ରର ବିଶ୍ଳେଷଣ ଓ ଏହାର ବ୍ୟବହାର ଉପରେ ଏହି ଦୁଇଦିନିଆ ସମ୍ପାନରେ ବିଶେଷ ଭାବରେ ଆଲୋକପାତ କରାଯିବ । ଏଥିରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ଯୋଗଦେଇ …

Read More »

ଯାଗମଠକୁ ଗଜପତି ମହାରାଜଙ୍କ ଆଗମନକୁ ନେଇ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତର କୌଶଲ୍ୟାପଡିଆ ଯାଗମଠକୁ ଆଗାମୀ ଅପ୍ରେଲମାସ ୯ତାରିଖରେ ଗଜପତି ମହାରାଜଙ୍କ ଆଗମନକୁ ନେଇ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜଙ୍କୁ ସ୍ୱାଗତ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବା ସହିତ ସ୍ଥାନୀୟ ପରିଚାଳନା ସମିତିର ସଦସ୍ୟମାନେ ଶ୍ରୀ’ମାଙ୍କ …

Read More »