Friday , February 3 2023

Recent Posts

ପଲ୍ଲିଶ୍ରୀ ମେଳାରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୩/୦୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଜିଲା ମହୋତ୍ସବରେ ଶ୍ରେଷ୍ଠ ସାଂସ୍କୃତିକ ଦଳ କଟକର “ସୁର ଝଙ୍କାର”ର ଉତମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଜିଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ରୌପ୍ୟ ପଦକ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟାରେ ସତ୍ୟପ୍ରିୟ ଦାସଙ୍କ ନିଜସ୍ୱ ରଚିତ ବିଦାୟକାଳୀନ ସଂଗୀତ ପଲ୍ଲିଶ୍ରୀ ମେଳା ବିଦାୟ ନେଉଛି .. ଶୀର୍ଷକ ସଂଗୀତ ଅତ୍ୟନ୍ତ …

Read More »

ଯମୁନାକୋଟ ବାଲିଘାଟ ମାମଲା ର ୫ ଜଣ ଓା୍ୱରେଣି୍ଟ ଗିରଫ

ଭୁବନ,୨୩/୦୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଥାନା ତରଫରୁ ଯମୁନାକୋଟ ଗ୍ରାମରେ ଜୋରଦାର ଚଢାଉ କରାଯାଇ ଆଜି ୫ଜଣ ଓା୍ୱରେଣି୍ଟଙ୍କୁ ଗିରଫ କରାଯାଇଛି । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ବାଲିଘାଟ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ମନୋଜ ବେହେରା (୩୩) , ଉଗ୍ରସେନ ବାରିକ(୫୦) , ଅନୁପ ବେହେରା (୨୯) , ସର୍ବେଶ୍ୱର ବାରିକ (୬୨) ଏବଂ ମାୟାଧର ବେହେରା (୬୧) ଙ୍କୁ ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଯମୁନାକୋଟ ଗ୍ରାମରେ ଚଢାଉ କରାଯାଇ ଉପରୋକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ …

Read More »

ପ୍ରତ୍ୟେକ ଯୁବକ ମଦମାଦକତାରୁ ଦୂରେଇ ରୁହନ୍ତୁ , ପ୍ରତ୍ୟେକ ବୃକ୍ଷେରାପଣ କରି ତାହାର ଯତ୍ନ ନିଅନ୍ତୁ – ପଦ୍ମଶ୍ରୀ ବାବା ବଳିଆ

ବିଦଗ୍ଧକବିଙ୍କ ଜନ୍ମପୀଠରେ ଶ୍ରୀ ମୋହନଙ୍କ ନୂତନ ଗିଗ୍ରହ ପ୍ରତିଷ୍ଠା ଓ ପଦ୍ମଶ୍ରୀ ବାବା ବଳିଆଙ୍କୁ ସମ୍ବର୍ଦ୍ଧନା ଯାଜପୁର, ୨୩/୦୧/୨୦୨୩ (ଓଡ଼ିଶା ସମାଚାର)-ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ପୀଠରେ ବିଶ୍ୱପ୍ରେମୀ ପଦ୍ମଶ୍ରୀ  ବାବା ବଳିଆଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ତେବେ ଏଠାରେ ପ୍ରକାଶ କରାଯାଇପାରେ କି ମହାପୁରୁଷ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଦ୍ୱାରା ପ୍ରତିଷ୍ଠିତ  ଶ୍ରୀ  ରାଧା ମୋହନ ଙ୍କ ବିଗ୍ରହ ମଧ୍ୟରୁ ଶ୍ରୀ ମୋହନଙ୍କ ବିଗ୍ରହ ବିଘ୍ନ ହୋଇଯାଇଥିଲା । ତେବେ ବାବାଙ୍କ ପରାମର୍ଶକ୍ରମେ ୨୦ ତାରିଖରୁ …

Read More »