Sunday , May 22 2022
Breaking News

Recent Posts

ଅଳ୍ପକେ ବର୍ତିଲା କୋଷ୍ଟଗାର୍ଡ଼ ହେଲିକାପଟର

ପୁରୀ, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତିଲା କୋଷ୍ଟଗାର୍ଡ଼ ହେଲିକାପଟର । ସମୁଦ୍ର ଉପରେ ପେଟ୍ରୋଲିଂ ବେଳେ କୋଷ୍ଟଗାର୍ଡ଼ ହେଲିକାପଟର ର ଯାନ୍ତ୍ରୀକ ତୃଟି ଦେଖା ଦେଇଥିଲା । ତେବେ କୋଷ୍ଟଗାର୍ଡ଼ ହେଲିକାପଟର ଟି ତାଳବଣିଆ ହେଲିପ୍ୟାଡ଼ ରେ ଜରୁରୀ ଅବତରଣ କରିବା ଯୋଗୁ ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତି ଯାଇଛି । ଓଡ଼ିଶା ସମାଚାର

Read More »

ରନ୍ଧନ ଗ୍ୟାସ୍ ର ଦରବୃଦ୍ଧି ବିରୁଦ୍ଧରେ ସିପିଆଇ ଓ ବିକେଏମୟୁର ବିକ୍ଷୋଭ

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ରନ୍ଧନ ଗ୍ୟାସ୍ ର କ୍ରମାଗତ ଦରବୃଦ୍ଧି ଘଟି ସିଲିଣ୍ଡର ଦାମ୍ ହଜାରେ ଟଙ୍କା ଟପିସାରିଲାଣି । ଏହା ଗରିବ ଓ ମଧ୍ୟବିତ ପରିବାରଙ୍କ ହାଣ୍ଡିଶାଳ ଉପରେ ବୋମା ମାଡ଼ ଭଳି । ଏଥିରେ ଅତିଷ୍ଠ ହୋଇ ଗୃହିଣୀମାନେ ତ୍ରାହି ତ୍ରାହି ଡାକିଲେଣି । ଏହା ବିରୁଦ୍ଧରେ ପ୍ରତିବାଦ ଜଣାଇବା ପାଇଁ ରାଜଧାନୀ ଭୁବନେଶ୍ୱରଠାରେ ଆଜି ସିପିଆଇ ଓ ବିକେଏମୟୁ ପକ୍ଷରୁ ଗଣ …

Read More »

ବାପ ପୁଅ ଙ୍କୁ ଗୁଳିମାଡ଼

ନୂଆପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ସିନାପାଲୀ ରାବଣା ଛକ ରେ ବାପ ପୁଅ ଙ୍କୁ ଗୁଳିମାଡ଼ ହୋଇଛି । ବାପ ପୁଅ ଏକ ବାଇକ୍ ରେ ଯାଉଥିବାବେଳେ ପଛଆଡ଼ୁ ଏକ କାର ଆସି ବାପ ପୁଅ ଙ୍କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି । ବାପ ପୁଅ ଙ୍କ ଗୋଡ଼ରେ ଗୁଳି ବାଜିଛି । ତେବେ କାର ରେ କିଏ ଥିଲେ , …

Read More »