Friday , March 31 2023

Recent Posts

ସାହସୀ ବାହାଦୁର କୁ ସହଯୋଗ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା

ନିରାକାରପୁର, ୧୯/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାର ରାତ୍ର ଜଗୁଆଳ ଜୟ ବାହାଦୁର ର ଉପସ୍ଥିତ ବୁଦ୍ଧି ଓ ସାହାସ ଯୋଗୁ ନିରାକାରପୁର ବଜାରରେ ଥିବ କାନାରା ଏଟିଏମ୍ ଓ ଅନ୍ୟ ଏକ ଏଟିଏମ୍ ଲୁଟ ରୁ ରକ୍ଷା କରିପାରିଥିଲେ। ପ୍ରକାଶ ଥାଉକି ଗତ ୪ ତାରିଖରେ କିଛି ଦୂର୍ବୁତ ଏକ ଧଳା କାରରେ ବିଳମ୍ବିତ ରାତିରେ ଆସି ପ୍ରଥମେ ଗେଟ ବଜାର ସ୍ଥିତ କାନାରା ଏଟିଏମ୍ ଲୁଟ କରିବା ପାଇଁ ଉଦ୍ୟମ କରୁଥିବାବେଳେ ରାତ୍ର ଜଗୁଆଳ ଜୟ ବାହାଦୁର ନିଜର ସାହସିକତା …

Read More »

Breaking News : ସିଆରପିଏଫର  କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରା ଉଚରା ଜାରୀ

ବାଲିଗୁଡା,୧୯/୩/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ  ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି । ୪ଟିଦେଶୀ ବନ୍ଧୁକ,୩ ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି, ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ମିଳିଛି । ସିଆରପିଏଫ ସୂଚନା ଅନୁଯାୟି କୋଟଗଡ ସିଆରପିଏଫ ଯବାନ ମାନେ  ନିଜର …

Read More »

ଅଭିନବ ଉପାୟ ରେ ଠକର ଭିକ୍ଷାବୃତି…

ବଜାର କୁ ଆସିଲା ଡୁପ୍ଲିକେଟ୍ (ନକଲି) ଘା ! ହଜାର ହଜାର ଲୋକଙ୍କ ଆଖିରେ ଧୂଳି ଦେଇ ଯୁବକ ର ରୋଜଗାର…. ଲକ୍ଷ୍ମୀପୁର ୧୯/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା)- ଆପଣ ମାନେ ଦେଖିଥିବେ ଓଡିଆ ମାନଙ୍କ ହୃଦୟ ସବୁବେଳେ ସଫା। କିଛି ଦୁଃଖଦ ଘଟଣା  ଦେଖି ଦେଲେ ସେମାନଙ୍କ ହୃଦୟ ତରଳି ଯାଏ।ଖାସ କରି ପ୍ରତ୍ୟେକ ମନ୍ଦିର ନିକଟରେ କିମ୍ବା ଯାତ୍ରା ମେଳାରେ ଭିକ ମାଗିବାର ଦୃଶ୍ୟ ସମସ୍ତେ ଦେଖିଥିବେ । ହେଲେ ସେଠାରେ ଓଡିଆ ଜାତି ପୁରା ଦୟାର ପାତ୍ର ବନି ଯାଆନ୍ତି।କୌଣସି …

Read More »