Friday , March 31 2023

Recent Posts

ଗଞ୍ଜେଇ ଚାଲାଣ ବେଳେ ଜବତ: କାର ସହ ଜଣେ ଗିରଫ 

ବାଲିଗୁଡା,୧୯/୩/୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ୩୫ କେଜି  ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ହୋଣ୍ଡା ଆମାଜି କାର ନଂ. ଓଡି-୦୨-କ୍ୟୁ-୭୫୮୭  କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଗ୍ରାମର ସତ୍ୟଜିତ ପାଣିଗ୍ରାହୀ ବୋଲି ପୋଲିସ କହିଛି । ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୭୪/୨୩ ପ୍ରକାରେ ଏକ ମାମଲା ରୁଜୁ କରି …

Read More »

ତୁଳସୀକ୍ଷେତ୍ର ପଣ୍ଡିତସଭାର ବୈଠକ

କେନ୍ଦ୍ରାପଡ଼ା, ୧୯/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତସଭାର ଏକ ବୈଠକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ପ୍ରଭାକର ଆଚାର୍ଯ୍ୟ ବେଦପାଠ କରିଥିଲେ । ଜିଲାର ପ୍ରତ୍ୟେକ ବ୍ଲକ ସ୍ତରରେ ବୈଠକ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହି ଅନୁଯାୟୀ ଆସନ୍ତା ଅପ୍ରେଲମାସ ୨ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ୧୬ତାରିଖରେ ମାର୍ଶାଘାଇ ବ୍ଲକରେ ପଣ୍ଡିତସଭାର ବ୍ଲକ ସ୍ତରୀୟ ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ଯୁଗ୍ମ ସମ୍ପାଦକ ସତ୍ୟନାରାୟଣ …

Read More »

ଜୟ ମା’ ବିରଜା ସାହିତ୍ୟ ସଦନକୁ ଦିଲ୍ଲୀରୁ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା

ଯାଜପୁର , ୧୯/୦୩/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଯାଜପୁର ଜିଲ୍ଲା ଦଶରଥ ପୁର ଅଞ୍ଚଳର ଜୟ ମାଆ ବିରଜା ସାହିତ୍ୟ ସଦନ ପଞ୍ଜିକୃତ ସଂଖ୍ୟା-୧୩୨୩୨୯୧/୨୯/୧୧/୦୨୧ ଭାରତ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ (ଉତ୍କଳ ମାଟି) ଲାଲବାଗ, ଖାନନଗର, ମଙ୍ଗଳ ପୁର ଆଜି ତା ୧୯/୦୩/୦୨୩ରିଖ ରବିବାର ଦିନ ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନର ଦ୍ବାଦଶ ଜାତୀୟ ଆଲୋଚନା ଚକ୍ର ଦିଲ୍ଲୀ ତରଫରୁ ସମ୍ପାଦକ-ସୁଶାନ୍ତ କୁମାର ସାବତ,ସଭାପତି-ମଧୁସୂଦନ ଦାସଙ୍କ କର କମଳରୁ ବିରଜାପ୍ରଭା ପତ୍ରିକାର ସମ୍ପାଦକ ଉମାକାନ୍ତ ଦାସ ,ତଥା ତାଙ୍କ …

Read More »