Friday , June 9 2023

Recent Posts

ତାଜା ଖବର : କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣ ଇଂଜିନିୟରିଂ ଛାତ୍ର ଙ୍କର ମୃତ୍ୟୁ

ଭୁବନେଶ୍ୱର, ୨୭/୦୫/୨୦୨୩ (ଓଡ଼ିଶା ସମାଚାର)- କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣ ଇଂଜିନିୟରିଂ ଛାତ୍ର ଙ୍କର ମୃତ୍ୟୁ ହୋଇଛି । ନଦୀରୁ ଦୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଇଂଜିନିୟରିଂ ଛାତ୍ର ଦ୍ୱୟ ହେଉଛନ୍ତି ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟା ସମୟରେ ଭୁବନେଶ୍ୱର ଉପକଂଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ୪ଜଣ ସାଙ୍ଗ କୁଆଖାଇ ନଦୀକୁ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ …

Read More »

ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା,୨୭/୫/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଗତ ମାର୍ଚ୍ଚ ମାସରେ ହତ୍ୟା, ମେ ମାସରେ ଅଭିଯୋଗ । ତଥାପି ଅଭିଯୋଗର ଚାରିଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ପ୍ରକାରେ ଚଳିତ ବର୍ଷ ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ କେଡୁ ଯାତ୍ରା (ପୋଢ଼ ଯାତ୍ରା) ଚାଲିଥିଲା । …

Read More »

କୋରୁଆ ଠାରେ ମୁଗ ମଣ୍ଡି ଖୋଲିଲା

ଗରଦପୁର,୨୭/୦୫/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର କୋରୁଆ ସ୍ଥିତ ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ ରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଗରଦପୁର ବ୍ଲକ୍ରେ ଥିବା ଚାଷୀମାନଙ୍କ ମୁଗ ବିକ୍ରିର ସୁବିଧା ପାଇଁ ସରକାରଙ୍କ ତରଫରୁ ଏହି ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିରେ ଚାଷୀମାନେ ସେମାନଙ୍କ ଜମିରୁ ଉପôାଦିତ ହୋଇଥିବା ମୁଗ ବିକ୍ରି କରିପାରିବେ । ମୁଗର ସରକାରୀ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୭ହଜାର ୭ଶହ ୫୫ଟଙ୍କା ରହିଛି । ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ …

Read More »