Monday , June 5 2023
Breaking News

Recent Posts

ଡ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ମିଳିଲା ମର୍ଯ୍ୟାଦାପୂର୍ଣ୍ଣ କଳିଙ୍ଗ ଭାରତୀ ସମ୍ମାନ

ନିରାକାରପୁର, ୨୩/୦୫/୨୦୨୩ (ଓଡ଼ିଶା ସମାଚାର)-  କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତ୍ୟିକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ଡ଼ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ କଟକ ଭଞ୍ଜ ମଣ୍ଡପରେ ପ୍ରଦାନ କରାଯାଇଛି। ସମ୍ମାନ ସ୍ୱରୂପ ମାନପତ୍ର, ଉପଢ଼ୌକନ ଫଳକ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଜଷ୍ଟିସ ସୂର୍ଯ୍ୟ ନାରାୟଣ ନାଇଡୁ, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ଅନୁଷ୍ଠାନର ସଭାପତି ଡ ଶୈଳଶ୍ୱର ନନ୍ଦ, ଆକାଶବାଣୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀମତୀ ଜୟନ୍ତୀ …

Read More »

ଟ୍ରାକ୍ଟର ଜଵତକୁ ନେଇ ଉତ୍ତେଜନା,କିଶନନଗର ତହସିଲ ଘେରିଲେ ଓ ତାଲା ପକାଇଲେ ଲୋକେ

କଟକ ସଦର,୨୩/୦୫/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲଦାରଙ୍କ ଠାରୁ ନ୍ୟାୟ ନପାଇ ହଇରାଣ ହରକତ ହେଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରିବାକୁ ଗତକାଲି ସୋମବାର ଦିନ ଜନଶୁଣାଣୀ ଶିବିରରେ ଅଗ୍ରଣୀ ସାମାଜିକ ସଂଗଠନ’ ଉତ୍କଳ ବିକାଶ ପରିଷଦ’ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଵାର ଦିନକ ପରେ ଆଜି ମଙ୍ଗଳବାର ଦିନ ଆଉ ଏକ ବିବାଦୀୟ ଘଟଣାରେ ଲୋକେ ତହସିଲ କାର୍ଯ୍ୟାଳୟ କୁ ତାଲା ପକାଇବା ସହ ଘେରାଉ କରିଥିବା ଜଣାପଡିଛି। ଘଟଣାବଳୀ …

Read More »

ତିନି ଲକ୍ଷ ଟଙ୍କାର  ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ଖୋର୍ଦ୍ଧା,୨୩/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ  ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜଣେ ବେପାରୀକୁ ଗିରଫ କରିଵା ସହ ତା ନିକଟରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ସୁଚନା ଅନୁଯାୟୀ ଛଣଗିରି ଅଞ୍ଚଳରେ ବେଆଇନ ଭାବେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏନେଇ ଆଜି ଦିନ  ୧୧ ଟା ସମୟରେ ଛଣଗିରି ଗ୍ରାମ ରେ ଚଢ଼ାଉ କରି ଜଣେ ବ୍ୟକ୍ତି କୁ ଗିରଫ କରିବା ସହ ତାଠାରୁ ୩୦ ଗ୍ରାମ ବ୍ରାଉନ …

Read More »