Friday , March 31 2023

Recent Posts

ସାନ୍ତପୁର ପଞ୍ଚାୟତବାସୀଙ୍କ ବିଭିନ୍ନ ଦାବି ନେଇ ନିଶ୍ଚିନ୍ତକୋଇଲି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୨୦/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା ) –  କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ତପୁର  ପଞ୍ଚାୟତ ରେ ବିଭିନ୍ନ ସମସ୍ୟା ର ପ୍ରତିକାର ନିମନ୍ତେ ପ୍ରଶାସନ ର ଉଦାସୀନତା ଓ କାଳ କ୍ଷେପଣ ନୀତି ପ୍ରତିବାଦରେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀ ଗଣଧାରଣା ଦେଇଛନ୍ତି । ଧାରଣା ରେ ବସିଥିବା ପଂଚାୟତ ଲୋକେ ଜେ ଇ , ଜି ଆର ଏସ , ଭି ଏଲ ଡବ୍ଲ୍ୟୁ ପଂଚାୟତ କୁ ଆସୁନଥିବା ରୁ ଉନ୍ନୟନ କାର୍ୟ୍ୟ ବାଧାପ୍ରାପ୍ତ ହେଉଛି । ରାଜନୈତିକ ହାତବାରିସୀ …

Read More »

ରାଜ୍ୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୩

ଭୁବନେଶ୍ୱର,୨୦/୦୩/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦେଖା ଦେଲାଣି । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ତଳେ ରହିଥିବାବେଳେ ମୋଟ୍ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ହସପିଟାଲ ରେ ଭର୍ତି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନିରଂଜନ ମିଶ୍ରଙ୍କ ସୂଚନା ରୁ ଜଣାପଡ଼ିଛି । ତେବେ ଏହି ସଂଖ୍ୟା ଉଦବେଗ ଜନକ ନୁହେଁ । ଅଧିକ ଥଣ୍ଡାକାଶ ରୋଗି ଙ୍କ କୋଭିଡ଼ ପରୀକ୍ଷା କରିବା ପାଇଁ ସମସ୍ତ ଜିଲାକୁ ସୂଚନା ଦିଆଯାଇଥିବା ସେ …

Read More »

କିଶନନଗର ଡିଏଭି ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

କଟକ ସଦର, ୨୦/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର କିଶନନଗର ଠାରେ ଅବସ୍ଥିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ ରବିବାର ରାତିରେ ହାଇସ୍କୁଲ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷା ସରିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ପ୍ରବକ୍ତା, ବରିଷ୍ଠ ଆଇନଜୀବି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାକୁ ଆସିଥିବା ପୀତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। …

Read More »