Sunday , October 1 2023

Recent Posts

  ଭାରୀଯାନକୁ ଅଙ୍କୁଶ ନାହିଁ,ନଷ୍ଟ ହେଉଛି ଗ୍ରାମାଂଚଳ ରାସ୍ତା  

ଗରଦପୁର, ୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳ ରାସ୍ତାଗୁଡିକରେ ଭାରିଯାନ ଚଳାଚଳକୁ ନିଷେଧ କରିବା ଲାଗି ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ ପାଟକୁରା ଅଂଚଳରେ ଥିବା ବିଭିନ୍ନ ଗ୍ରାମାଂଚଳ ରାସ୍ତାଗୁଡିକରେ ଭାରିଯାନ ଚଳାଚଳ କରୁଥିବାରୁ ଦେଖିବାକୁ ମିଳିଛି । ଫଳରେ ଗ୍ରାମାଂଚଳରେ ଥିବା କେତେକ ପ୍ରମୁଖ ରାସ୍ତାଗୁଡିକ ନଷ୍ଟ ହେବାକୁ ଲାଗିଲାଣି । ଗ୍ରାମାଂଚଳ ରାସ୍ତା ଗୁଡିକରେ ହାଲୁକା ଯାନ ଭଳି କେତେକ ଯାନବାହାନ ଯାତାୟତ କରିବା ଲାଗି ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ଏହି ରାସ୍ତାଗୁଡିକରେ ଭାରିଯାନଗୁଡିକ କ୍ରମାଗତ ଭାବରେ ଯାତାୟତ …

Read More »

ପୁଅ ର ମାଡ଼ରେ ବେହୋସ ବୃଦ୍ଧା ମା ର ମୃତ ଦେହ  ଦୁଇଦିନ ପରେ ମହାନଦୀ ମୁହାଣରୁ ଉଦ୍ଧାର – ହତ୍ୟା ସନ୍ଦେହ

ପାଟକୁରା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମପଂଚାୟତର ସାନନୟନପୁର ଗ୍ରାମରୁ ଗତ ୨୯ ତାରିଖ ରାତିରୁ  ନିଖୋଜ ଜନୈକ ବୃଦ୍ଧା ଙ୍କ ମୃତ ଶରୀର ଦୁଇଦିନ ପରେ ରବିବାର ଅପରାହ୍ନରେ  ମହାନଦୀ ମୁହାଣ ନିକଟବତୀ ଅଂଚଳରୁ  କୁଜଙ୍ଗ ପୋଲିସ ଜବତ କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ ପାଟକୁରା ଥାନା ଅନ୍ତର୍ଗତ କୁଦାନଗରୀ ଫାଣ୍ଡିରେ ଦିଆଯାଇଥିବା ଏତଲାରୁ  ଜଣାଯାଇଛି ଏହି ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇଙ୍କ ସ୍ତ୍ରୀ ରମା ଦଳେଇ (୮୨) ବର୍ଷ ଗତ ୨୯ ତାରିଖ ରାତିରେ ନିଖୋଜ ହେଇଯାଇଥିଲେ …

Read More »

ଚାଉଳିଆ ବାମରା ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

ପାଟକୁରା,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ର ଚାଉଳିଆ ବାମରା ହାଇସ୍କୁଲ ପରିସରରେ ବ୍ଲକ୍ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ପାଠଚକ୍ରକୁ ଉଦଘାଟନ କରିଥିଲେ । ବ୍ଲକର ନୋଡାଲ ସଂଯୋଜକ ତଥା ପ୍ରଧାନଶିକ୍ଷକ ମଳୟ କୁମାର ପାଣି ପାଠଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଜ୍ଞାନଶିକ୍ଷକ ମନୋଜ କୁମାର ଶତପଥୀ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଶୋକ …

Read More »