Monday , June 5 2023
Breaking News

Recent Posts

ଏସିଆ ରଗ୍ବୀ ଚାମ୍ପିଅନ୍ଶିପ୍ : ଭାରତର ଐତିହାସିକ ବିଜୟ

ମାନିଲା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି): ଭାରତୀୟ ମହିଳା ରଗବୀ ଦଳ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ଏସିଆ ରଗବୀ ମହିଳା ଚାମ୍ପିଅନ୍ଶିପ୍ ଡିଭିଜନ୍ ୧ରେ ବିଜୟ ହାସଲ କରି ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । ଏହି ବିଜୟ ଭାରତୀୟ ମହିଳା ଦଳ ପାଇଁ ଐତିହାସିକ ବିଜୟ । ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ସିଙ୍ଗାପୁରକୁ ୨୧-୧୯ ପଏଂଟରେ ହରାଇଛି । ବିଜୟ ସହ ଭାରତ ପଦକ ଜିତିବା ନିଶ୍ଚିତ କରିଛି । ସୁମିତ୍ରା ନାୟକ ଏକ ପେନାଲ୍ଟିରେ …

Read More »

ଏଫ୍ଆଇଏଚ୍ ମହିଳା ସିରିଜ୍ : ଚିଲିକୁ ହରାଇ ଫାଇନାଲ୍ରେ ଭାରତ

ହିରୋସୀମା,୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି): ଏଠାରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସରେ ଭାରତ ତା’ର ବିଜୟଧାରା ଜାରି ରଖିଛି । ଦଳ ପୁଲ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଶନିବାର ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ଚିଲିକୁ ୪-୨ ଗୋଲ୍ରେ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସ ଚୂଡ଼ାନ୍ତ ରାଉଣ୍ଡ୍ କ୍ୱାଲିଫାୟର୍ରେ ଭାଗ ନେବା ସକାଶେ ଯୋଗ୍ୟତା ହାସଲ କରିଛି । ଏହି ମ୍ୟାଚ୍ରେ ଗୁରଜିତ୍ କୌର୍ ଦୁଇଟି ଗୋଲ୍ ଦେଇଥିବା ବେଳ ଅନ୍ୟ ଦୁଇଟି ଗୋଲ୍ ଅଧିନାୟିକା ରାନୀ ରାମପଲ୍ ଓ ନବନୀତ୍ କୌର୍ …

Read More »

୨୫ରୁ ଏମ୍ସ ପିଜି କାଉନ୍ସେଲିଂ ଆରମ୍ଭ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ୨୦୧୯ ଶିକ୍ଷାବର୍ଷରେ ଏମ୍ସରେ ବିଭିନ୍ନ ଡାକ୍ତରୀ ପାଠ୍ୟକ୍ରମରେ ପିଜି ନାମଲେଖା ଲାଗି କାଉନ୍ସେଲିଂ ପ୍ରକ୍ର୍ରିୟା ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ । ଚଳିତବର୍ଷ ସର୍ବଭାରତୀୟସ୍ତରରେ ପ୍ରାୟ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୦୫ ପରୀକ୍ଷାର୍ଥୀଙ୍କୁ ର‌୍ୟାଙ୍କ ପ୍ରଦାନ କରାଯାଇଛି । ଏଥିରୁ ଏମ୍ଡି, ଏମ୍ଏସ୍, ଡିଏମ୍ ୬ବର୍ଷିଆ ପାଠ୍ୟକ୍ରମରେ ୩୩୧୬ଜଣଙ୍କୁ ଏବଂ ଆନାଟୋମି, ବାଓକେମେଷ୍ଟ୍ରି, ଇଏନ୍ଟି, ଫରେନ୍ସିକ୍ ମେଡିସିନ୍ ଆଦି ପାଠ୍ୟକ୍ରମରେ ୮୯ଜଣ ଛାତ୍ରଛାତ୍ରୀଙ୍କୁ ର‌୍ୟାଙ୍କ ମିଳିଛି । ତେବେ ଦେଶରେ ଥିବା ଦିଲ୍ଲୀ …

Read More »