Sunday , September 24 2023
Breaking News

Recent Posts

୪୨ବୋତଲ ଦେଶୀମଦ ଜବତ ଜଣେ ଗିରଫ

କେନ୍ଦ୍ରାପଡା ୦୯/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ପୋଲିସ ଏକ ବାଇକରେ ଯାଉଥିବା ଚୋରାମଦ ବେପାରୀ ଠାରୁ ୪୨ବୋତଲ ଚୋରାଦେଶୀମଦ ଓ ବାଇକ ଜବତ କରିବା ସହିତ ଚୋରାମଦବେପାରୀକୁ ଗିରଫ କରିଥିବା ଜଣାପଡିଛି ।  ଖବରରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା  ସମୟରେ ଡେରାବିଶି ଥାନା ଅନ୍ତର୍ଗତ ମନ୍ତ୍ରୀପଡା ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ପୁଅ ହିମାଂଶୁ ନାୟକ(୩୪) ଓଆର – ୨୯-୪୮୩୯ନମ୍ବର ବିଶିଷ୍ଟ ଏକ ବାଇକ ପଛରେ ବନ୍ଧା ହୋଇଥିବା ଏକ କଳାରଙ୍ଗର ବ୍ୟାଗରେ (୨୦୦ମି.ଲି.ବିଶିଷ୍ଟ) ୪୨ଟି ବୋତଲରେ ଥିବା ଆସ୍କାଫର୍ଟି …

Read More »

ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକୀ

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡିଶାର ପୂର୍ବତନ ମନ୍ତ୍ରୀ,ପ୍ରାକ୍ତନ  ଆଡଭୋକେଟ ଜେନେରାଲ ତଥା ସଂଗ୍ରାମୀ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସହରର କଜଳା ତହସିଲ ଅଫିସ ସମ୍ମୁଖରେ ଥିବା ତାଙ୍କ ଅବୟବ ପ୍ରତିମୂର୍ତିରେ ଶନିବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସେଠାେରେ ଏକ ସ୍ମୃତିଚାରଣ ସଭା କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ମୁଖ୍ୟବକ୍ତା ଭାବେ ଓଡିଶା …

Read More »

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ଉଛରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବୀଣାପାଣି ବିଶ୍ୱାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।  ଏହି ଉପଲକ୍ଷେ ଉଛରପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ କେନ୍ଦ୍ରାପଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଭାଷ୍କର ଚନ୍ଦ୍ର ଦାଶ,ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ,ସି.ଆର.ସି.ସି. ମହମ୍ମଦ ଜଲାଲଉଦ୍ଧିନ …

Read More »