Sunday , September 24 2023
Breaking News

Recent Posts

ଚେତନା ସମାଜ ପକ୍ଷରୁ କୁମାରୋତ୍ସବ ପାଳିତ – ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସମଗ୍ର ବିଶ୍ୱରେ ଅନନ୍ୟ

କେନ୍ଦ୍ରାପଡା ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ କୁମାରୋତ୍ସବ – ୨୦୧୯ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଉପକଣ୍ଠ ଗୁପ୍ତକ୍ଷେତ୍ର ସଖୀବଟ ପରିସରରେ ଅଂଚଳର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଏହି ଉତ୍ସବ କୁ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବା ପରେ ଅଚଂଳର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତା ସଂଗଠିତ ହୋଇଥିଲା । ଅପରାହ୍ନରେ ସଂଗଠନର ସଭାପତି ବ୍ରଜକିଶୋର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବୀତରଣି ଉତ୍ସବ ରେ ଡେରାବିଶ …

Read More »

ପୈାରାଂଚଳର ୧୫୨ନୂତନ ହିତାଧିକାରୀଙ୍କୁ ଭତା ବାଂଟିଲେ ବିଧାୟକ

କେନ୍ଦ୍ରାପଡା,୧୨/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳର ନୂତନ ହିତାଧିକାରୀଙ୍କୁ ଶନିବାର ଅପରାହ୍ନରେ ଭତା ବଂଟନ କରାଯାଇଛି । ଏହି ଉପଲକ୍ଷେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଟାଉନହଲ ପରିସରରେ ଅନୁଷ୍ଠିତ ଉସôବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ୧୫୨ ଜଣ ବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ନୂତନ ଭତା ବଂଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁଁ ଆଜି ମହିଳା ଶସକ୍ତିକରଣ ସମ୍ଭବ ହେବା ସହିତ ହଜାର ହଜାର ସଂଖ୍ୟାରେ …

Read More »

ଭୀମଟାଙ୍ଗି ପାର୍କରେ ରାଜନେତାଙ୍କ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର,୧୨/୧୦/୨୦୧୯ ( ଓଡ଼ିଶା ସମାଚାର)-ବିଶିଷ୍ଟ ରାଜନେତା, ସମାଜସେବୀ ତଥା ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘର ସଭାପତି ଗୋଲକ ବିହାରୀ ନାୟକଙ୍କ ୭୫ତମ ଜନ୍ମ ଉତ୍ସବ ଗତ ଶୁକ୍ରବାର ସନ୍ଧ୍ୟାରେ ଭୀମଟାଙ୍ଗି ବିକାଶ ପରିଷଦ ସଭାଗୃହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ କାମଦେବ ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ କର୍ପୋରେଟର ଅନିତାରାଣୀ ମହାନ୍ତି, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଧେଶକ କମଳ ପ୍ରସାଦ ମହାପାତ୍ର, ଉତ୍କଳ ସମ୍ମିଳନୀର ଉପସଭାପତି ଉଷାରାଣୀ ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ …

Read More »