Saturday , September 30 2023

Recent Posts

ଗୋବରୀ କେନାଲ ଉପରେ ଭଗେଶ୍ୱରପୁର -ମାଧପୁର ଠାରେ ନୂତନ ସେତୁର ଶିଳାନ୍ୟାସ  କଲେ ବିଧାୟକ

କେନ୍ଦ୍ରାପଡା ୧୯/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଗୋବରୀ କେନାଲ ଉପରେ ଭଗେଶ୍ୱରପୁର-ମାଧପୁର ଠାରେ ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା  ଏକ ନୂତନ ସେତୁର ଶିଳାନ୍ୟାସ କରିଛନ୍ତି ।  ନସଡିପୁର ଓ ଭଗେଶ୍ୱରପୁର ପ୍ରଭୃତି ଗ୍ରାମ ଗୁଡିକର  ମାଧପୁର ଦେଇ ସହରର ମୁଖ୍ୟ ରାସ୍ତା ଓ ମେଡିକାଲକୁ ଏହି ପୋଲ ନିର୍ମାଣ ଦ୍ୱାରା ସିଧାସଳଖ ସଂଯୋଗ ହୋଇପାରିବା ସହ ଦୂରତ୍ୱ ହ୍ରାସ ପାଇବ  ।  ଏହାଛଡା ସାନ୍ତସାହି ପୋଲ ଉପରେ ଆଉ ଅଧିକ ଭିଡ ହେବ ନାହିଁ ବୋଲି ଜଳସମ୍ପଦ ବିଭାଗ କେନ୍ଦ୍ରାପଡା ଡିଭିଜନର …

Read More »

ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୯୬ ଜଣ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ

ରଘୁନାଥପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ପକ୍ଷରୁ ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ମୋଟ୍ ୨୯୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୂର୍ବାହ୍ନ ୧୦ ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ୭୫୦ ଜଣ ନାମ ପଂଜିକରଣ କରିଥିଲେ ।  ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ  ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ୱାବଧାନରେ କଟକ ଶ୍ରୀରାମ ଚନ୍ଦ୍ର ଭଂଜ ମେଡ଼ିକାଲ ଓ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତରମାନେ ଏଥିରେ ଯୋଗ …

Read More »

ଉତରକୂଳ ପଂଚାୟତରେ ଭତା ବଂଟନ ଉତ୍ସବ 

ତାରପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରେ ଭତା ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଂଚାୟତର ପୂର୍ବତନ ସରପଂଚ କୃର୍ଷ୍ଣଚନ୍ଦ୍ର ବେଉରାଙ୍କ ପରଲୋକରେ ଏକ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଂଚ ଦିଲିପ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ୭୦ ଜଣ ନୂତନ ହିତାଧିକାରୀଙ୍କୁ ୩ ମାସର ୧୫ ଶହ ଟଙ୍କା ଲେଖା ଭତା ବଂଟନ କରାଯାଇଥିଲା ।  ନିର୍ବାହୀ ଅଧିକାରୀ ରବିନ୍ଦ୍ର ସିଧୁ , ଜିଆରଏସ ଚିତରଂଜନ ମହାନ୍ତି, ନାଏବ ସରପଂଚ ଶକୁନ୍ତଳା ମାଦେଳି, …

Read More »