Sunday , September 24 2023
Breaking News

Recent Posts

ସଂକ୍ଷେପରେ ତାଜା ଖବର : ଏକ ଡ଼ବାରେ ଥିବା ବୋମା ବିଷ୍ଫୋରଣରେ ମହିଳା ଗୁରୁତର ଆହତ

ବ୍ରହ୍ମପୁର,୧୪/୧୦/୨୦୧୯( ଓଡ଼ିଶା ସମାଚାର)- ଏକ ଡ଼ବାରେ ଥିବା ବୋମା ବିଷ୍ଫୋରଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଧର୍ମକିର୍ତି ଗାଁ ନିକଟରେ ଥିବା ପୋଲ ତଳେ ଏକ ଗଛମୂଳେ ଏକ ଡ଼ବା ରହିଥିଲା । ଗାଁ ର ଜଣେ ମହିଳା ସେହିବାଟେ ଗାଧେଇସାରି ଘରକୁ ଫେରୁଥିବାବେଳେ ଉକ୍ତ ଡ଼ବାଟିକୁ ଦେଖି ଘରକୁ ନେଇଆସିଥିଲେ । ଘରେ ଡ଼ବାରେ କଣ ଅଛି ଜାଣିବାକୁ ମହିଳା ଜଣକ ଡ଼ବାକୁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଡ଼ବାଟି ନଖୋଲିବାରୁ ଏକ କଙ୍କୁରୀ ସାହାଯ୍ୟରେ …

Read More »

ବ୍ରହ୍ମପୁରର ୨ ସ୍କେଟରଙ୍କୁ ପଦକ

ବ୍ରହ୍ମପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଛତିଶଗଡ଼ ରାୟପୁର ଠାରେ ଚାଲିଥିବା ସିବିଏସଇ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି । ୩୦୦ ମିଟର ଟାଇମ୍ ଟ୍ରାଏଲରେ ବାଳିକା ବିଭାଗରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ ଅନ୍ୱେଷା ବିଷୋୟୀ ମାତ୍ର ୪୬ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ ମିଟର ରେସରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଆଶୁତୋଷ ପାଢ଼ୀ ୪୧ ସେକେଣ୍ଡରେ କଭର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି …

Read More »

ନୂତନ ସେବା ସମବାୟ ସମିତି ଉଦଘାଟିତ

ପିପିଲି, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାସପୁର ଗ୍ରାମ ପଂଚାୟତର ମାଳିକପାଳି ଠାରେ ଦୃର୍ଗାଦାସପୁର ସେବା ସମବାୟ ସମିତି ନୂତନ ଗୃହକୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶୂଭ ଉଦଘାଟନ କରିଛନ୍ତି ।ଏହି ନୂତନ ଗୃହ ଟି ରାଷ୍ଟ୍ରିୟ କୃଷକ ବିକାଶ ସମିତି ଯୋଜନାରେ ୪ଲକ୍ଷ ୭୫ହଜାର ଟଙ୍କାର ବ୍ୟୟ ଅଟକଳ ମୁଲ୍ୟରେ ନିର୍ମାଣ କରାଯାଇଛି । ଏହି ଶୂଭ ଉଦଘାଟନି ଉତ୍ସବରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ,ସାଂସଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ୱାଇଁ,ଆତ୍ମା ଅଧକ୍ଷ ଧରଣୀଧର …

Read More »