Thursday , December 1 2022
Breaking News

Recent Posts

ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ହେବ । ପଦ୍ମପୁର  ଉପନିର୍ବାଚନ ପାଇଁ ଭୋଟ୍ ଦିନ ପଦ୍ମପୁରରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ରହିବ। ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଓ କୋର୍ଟ ଭୋଟ ଦିନ …

Read More »

କଟକ ଜିଲ୍ଲାପାଳ ଙ୍କ ନାମରେ ପୁଣି ଥରେ ଫେକ୍ ଆକାଉଣ୍ଟ

କଟକ,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ସାଇବର୍ ଠକମାନେ ବେଶ୍ ସକ୍ରିୟ ଅଛନ୍ତି। ଲୋକଙ୍କ ଠାରୁ ଟଙ୍କା ଠକିନେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଜାଲ ବିଛାଉଛନ୍ତି। ଏଥି ପାଇଁ ସେମାନେ ବଡ଼ ବଡ଼ ଲୋକଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସାଧାରଣ ଜନତାଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି। ସାଇବର ହ୍ୟାକର ଏବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ନାମରେ ପୁଣି ଥରେ ଫେକ ଆକାଉଣ୍ଟ ଖୋଲିଛନ୍ତି। ହ୍ବାଟ୍ସଆପ୍ରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ ଆକାଉଣ୍ଟ ଜରିଆରେ ମେସେଜ୍ କରୁଛନ୍ତି। ଫେକ୍ …

Read More »

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯୁବ ମ୍ୟାନେଜରଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡ଼ା,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରାରକେଲାର ଉଦିତନଗର ଶାଖା ପରିଚାଳକ  ଶାରଦା ପ୍ରସନ୍ନ ବେହେରାଙ୍କର ଗତକାଲି ସୋମବାର ସକାଳେ ତାଙ୍କ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଡବାରଙ୍ଗସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ମାତ୍ର ଦୁଇଦିନ ପୂର୍ବରୁ ଘରକୁ ବୁଲି ଆସିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା । ତାଙ୍କର ଏକମାତ୍ର ୯ମାସର ଶିଶୁପୁତ୍ର ଅଛନ୍ତି । ସ୍ୱର୍ଗତ ବେହେରାଙ୍କ ପିତା ଫକିରମୋହନ ବେହେରା ଜଣେ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ । ତାଙ୍କ ବିୟୋଗରେ …

Read More »