କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ
କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସାନ୍ତସାହି – ଗଣ୍ଡାକିଆ ରାସ୍ତାରେ ଭାରିଯାନ ଚଳାଚଳକୁ ସ୍ଥାନୀୟ ବୁଦ୍ଧିଜୀବିମାନେ ବିରୋଧ କରିଛନ୍ତି । ସାନ୍ତସାହି ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୨ କି.ମି ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଦଶ ଚକିଆ ଓ ହାଇୱା ସମେତ ଅନ୍ୟାନ୍ୟ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଦୈନିକ ଏହି ରାସ୍ତା ଦେଇ ଶହଶହ …
Read More »