Sunday , October 1 2023

Recent Posts

ପ୍ରଥମେ ଫେସବୁକ୍ ଜାଲ, ପରେ କଟକ ଡିସିପିଙ୍କ ପରିଚୟ ଦେଇ ଲକ୍ଷାଧିକ ଠକେଇ – ଅଭିଯୁକ୍ତ ଗିରଫ ପରେ ଧରାପଡ଼ିଲା କାରନାମା

ସୁନାବେଡା, ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ୍ ରେ ନକଲି ଆଇଡି ଖୋଲି ସେମିଳିଗୁଡାର ଜଣେ ଯୁବକଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦାମନଯୋଡିର ଜଣେ ଯୁବକଙ୍କୁ ସେମିଳିଗୁଡା ପୁଲିସ ଗିରଫ କରିଥିବା ଜଣାପଡିଛି । ସୁନାବେଡା ଏସଡିପିଓ ସେମିଳିଗୁଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦାମନଯୋଡ଼ିର ପବିତ୍ର ମୋହନ ମହାନ୍ତି ନାମକ ଜଣେ ଯୁବକ ପୁନାର ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଉକ୍ତ ଯୁବକ ଜଣକ ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ ରେ …

Read More »

କ୍ରସରରେ ପଶି ଆୟକର ଅଫିସର ଡ୍ରାମାର ଫର୍ଦ୍ଦାଫାସ – ୭ଜଣ ଗିରଫ, ୮ ଫେରାର

ସୁନାବେଡ଼ା,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗତ୧୫ ତାରିଖରେ ସେମିଳିଗୁଡା ନିକଟସ୍ଥ ପେଟକଣା ଅଂଚଳରେ ଥିବା ତାରାତାରିଣୀ କ୍ରସରରେ ନିଜକୁ ଆୟକର ବିଭାଗର ଅଫିସର କହି କିଛି ଦୁର୍ବୃତ କର୍ମଚାରୀଙ୍କୁ ପିଟିବା ସହ କ୍ରସରର କାଗଜପତ୍ର ଦେଖାଅ, ଇତ୍ୟାଦି ଧମକଚମକ ଦେଇ ନଗଦ ଦୁଇଲକ୍ଷ ଟଙ୍କା କ୍ରସର ମାଲିକ ତ୍ରିପତି ପାଢ଼ୀ ଏବଂ ତାଙ୍କ ଭାଇ ନୀଳାଂଚଳ ପାଢ଼ିଙ୍କ ଠାରୁ ନେଇଯିବା ସହ ସେଠାରେ ଥିବା ଲେବର ଠିକାଦାର ପ୍ରଭାତ ସାହୁଙ୍କ ଠାରୁ ୫୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଆୟକର ଅଫିସର …

Read More »

ସୁନାବେଡ଼ା ପୌର ପରିଷଦର ବୈଠକ

ସୁନାବେଡ଼ା,୨୧/୧୦/୨୦୧୯(ଓଡ଼ିଶା ସମାଚାର)-ସୁନାବେଡ଼ା ପୌର ପରିଷଦର ସଭାଗୃହରେ ପାରିଷଦ ବୈଠକ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲସୁନାବେଡ଼ା ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସମସ୍ତ ମୌଳିକ ସୁବିଧା ଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି କହିଥିଲେ । ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ କହିଥିଲେ ପୌର ପରିଷଦକୁ ଏକ ଆଦର୍ଶ ପୌର ପରିଷଦ ଭାବେ ଗଢ଼ିବାକୁ ଯେଉଁ ସମସ୍ତ …

Read More »