Sunday , October 1 2023

Recent Posts

ପାଂଚଦିନିଆ ବିଦେଶ ଗସ୍ତର ତୃତୀୟ ଦିନ : ଋଷରେ ଓଏନ୍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷ/ନୂଆଦିଲ୍ଲୀ/ ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଋଷର ଗ୍ୟାସ କ୍ଷେତ୍ରରେ ଓଏନ୍ଜିସି ବିଦେଶ କମ୍ପାନୀ ଋଷର ସାଖାଲିନ୍-୧ ପ୍ରକଳ୍ପରେ ଭାରତର ସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଏବଂ ଋଷର ଉର୍ଜା ସଂଯୋଗକୁ ମଜବୁତ୍ କରିବା ପାଇଁ ଓଏନଜିସି ବିଦେଶ …

Read More »

ପ୍ରବଳ ବର୍ଷାରେ ସାଧାରଣ ଜୀବନଯାତ୍ରା ଅଚଳ – ପାରାଦ୍ୱୀପ ବନ୍ଦର ଜାହାଜ ବୋଝେଇ ଓ ଖଲାସ କାର୍ଯ୍ୟ ବ୍ୟାଘାତ

ପାରାଦ୍ୱୀପ ୨୫/୧୦/୨୦୧୯(ଓଡ଼ିଶା ସମାଚାର)-ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସାରା ଓଡିଶା ସମେତ ବନ୍ଦର ନଗରୀ ପାରାଦ୍ୱୀପରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଅଚଳ ହୋଇ ପଡିଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ଆହୁତି ଦୁଇଦିନ ଧରି ଚାଲିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ତେବେ ନିରବଚ୍ଛିନ୍ନ ଏହି ପ୍ରବଳ ବର୍ଷାରେ ପାରାଦ୍ୱୀପ ବନ୍ଦର ସମସ୍ତ ପୋତାଶ୍ରୟରେ ଲାଗିଥିବା ଜାହାଜ ମାନଙ୍କରେ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି । ଏତଦବ୍ୟତିତ …

Read More »

ବିଜେପୁରବାସୀ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି

ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ ବିଜେପି ଭୁବନେଶ୍ୱର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ପୁଣିଥରେ ପ୍ରମାଣିତ କରିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା । କ୍ରମାଗତ ଭାବରେ ୧୯ ବର୍ଷ ଶାସନରେ ରହି ଏଭଳି ଲୋକପ୍ରିୟତା ହାସଲ କରିବା ଭାରତୀୟ ରାଜନୈତିକ ଇତିହାସରେ ବିରଳ । ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ଉତ୍ଥାନ ପତନ …

Read More »