Tuesday , March 28 2023
Breaking News

Recent Posts

ଆମେରିକାରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ପବିତ୍ର ରଥଯାତ୍ରା ପାଇଁ ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ ଭାବେ ପରିଚିତ ଇର୍ଭାଇନ ସହରରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବହୁ ଭାରତୀୟ ଏକ ମନ ଏକ ପ୍ରାଣରେ ଲାଗିଛନ୍ତି । କାଲିଫର୍ଣ୍ଣିଆର ଓଡ଼ିଆ ସମାଜ ସହଯୋଗରେ …

Read More »

ବିରୋଧୀଦଳ ନେତା ଙ୍କ ନାମ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ , କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ ପ୍ରମୁଖ ଙ୍କ ଉପସ୍ଥିତିରେ ବିରୋଧୀଦଳ ନେତା ଚୟନ ନେଇ ଆଲୋଚନା କରାଯାଇଥିଲା । ତେବେ ବିରୋଧୀଦଳ ନେତା ଙ୍କ ନାମ ଦିାନ କିମ୍ବା ଦୁଇ ଦିନ ମଡଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ …

Read More »

ଭାବ, ଭକ୍ତି ଓ ସମର୍ପଣର ଠାକୁର ଶ୍ରୀଜଗନ୍ନାଥ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଡାକ୍ତର କବିପ୍ରସାଦ ମିଶ୍ର ସ୍ମୃତି ପରିଷଦର ୬୯ତମ ମାସିକ ଆଲୋଚନାଚକ୍ର ଓଡ଼ିଆ ଲେଖକ ସମବାୟ ସମିତି ପରିସରରେ ମିନତୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଇଂ ଗଣେଶ ଚନ୍ଦ୍ର ପଣ୍ଡା, ଆଲୋଚକ ଭାବେ ବାବାଜି ଚରଣ ବିଶ୍ୱାଳ, ଆରତି କର, ବିଜୟ କୁମାର ମହାନ୍ତି, ବିରଜା ପ୍ରସାଦ ଶତପଥୀ, ଉଦୟ ନାଥ ତ୍ରିପାଠୀ, ଡାକ୍ତର ରାଜେନ୍ଦ୍ର ଶତପଥୀ, ଡାକ୍ତର ସନ୍ଧ୍ୟାରାଣୀ ଶତପଥୀ, ରାମନାରାୟଣ ମିଶ୍ର, ଯୋଗଦେଇ କହିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି …

Read More »