Sunday , March 26 2023
Breaking News

Recent Posts

ବାହୁଡା ସରିଲା,ବିହୁଡା ସରିଲାନି -ଚିନ୍ତା ରେ ଚାଷୀ

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ଗତ କିଛି ବର୍ଷ ହେଲା ଅନିୟମିତ ବର୍ଷା ଜନିତ ସମସ୍ୟା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ରେ ପିଛା ଛାଡୁନାହିଁ । ଅନ୍ୟ ବର୍ଷ ବାହୁଡା ଯାତ୍ରା ବେଳ କୁ ବେଉଷଣ ସରିଯିବା ଅବସ୍ଥା କୁ ପହଂଚି ଯାଇଥାଏ । କିନ୍ତୁ ଚଳିତ ବର୍ଷ ଦୀର୍ଘ ଦିନ ହେଲା ବର୍ଷା ଅଭାବ ରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ରେ ଜମି ଶୁଖି ଫାଟି ଆଁ କରିଥିବାରୁ ରୁଆ ବେଉଷଣ ଆରମ୍ଭ ହୋଇନାହିଁ । ଏ ଅବସ୍ଥା …

Read More »

କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ : ଶ୍ରେଣୀ ଗୃହ ଅଭାବ,ବାରଣ୍ଡା ରେ ଚାଲିଛି ପାଠପଢା

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେବା ସହ ବାଧ୍ୟତା ମୂଳକ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟର ଭିତିଭୂମି ଅବସ୍ଥା ଠିକ ରହୁ ନାହିଁ । ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ କରିବା ପାଇଁ ସରକାର ମାଗଣାରେ ପୋଷାକ,ପାଠ୍ୟ ପୁସ୍ତକ,ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଅଛି । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀ ଗୃହ ର ଅଭାବ । ବଲାଙ୍ଗିର ଜିଲ୍ଲା …

Read More »

ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ହେଲେ ଗରଦପୁର ବ୍ଲକ୍ ରେ ମନ ଇଛା ବିଦ୍ୟୁତ କାଟ୍

ପାଟକୁରା,୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ଆଜି ହେଉଛି ପାଟକୁରା ନିର୍ବାଚନ ପ୍ରଚାରର ଶେଷ ଦିବସ । ଆସନ୍ତା ୨୦ ତାରିଖରେ ଭୋଟ । ସବୁ ପ୍ରମୁଖ ରାଜନୈତିକ ଦଳ ଆଜି ପ୍ରଚାରର ଶେଷ ଦିବସରେ ପ୍ରଚାରକୁ ଯୋରଦାର କରିଛନ୍ତି । ଗତକାଲି ବିଜେଡ଼ି ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ପ୍ରଚାରରେ ଆସି ବିଜେଡ଼ି ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକ୍ୁ ନିବେଦନ କରିଥିଲେ ଓ ପାଟକୁରା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଯେ ନେଉଛନ୍ତି ବୋଲି କହିଥିଲେ । ହେଲେ …

Read More »