Thursday , March 30 2023
Breaking News

Recent Posts

 ଉଦଘାଟିତ ହେଲା “ଫିଟନେସ ଆଡ୍ଡା”

କିଶନନଗର, ୨୦/୦୩/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ସ୍ଵାସ୍ଥ୍ୟ ହିଁ ସମ୍ପଦ। ସୁନ୍ଦର ଓ ସୁସ୍ଥ ଶରୀର ପାଇଁ ବ୍ୟାୟାମ ର ଆବଶ୍ୟକତା ରହିଛି।ଏହାକୁ ଆଖି ଆଗରେ ରଖି କଟକ ସ୍ଥିତ ବିରିବାଟି ଠାରେ “ଫିଟନେସ ଆଡା” ନାମରେ ଏକ ନୂତନ ଜିମ ର ଶୁଭ ଉଦଘାଟନ ହୋଇଯାଇଛି। ଆଜିର ଯୁବ ପିଢ଼ି ନିଜର ଫିଟନେସ ପାଇଁ ଅଧିକ ଯତ୍ନବାନ ହେବା ସହ ଜିମ ଯିବା ପାଇଁ ପସନ୍ଦ କରୁଛନ୍ତି। ତେଣୁ ନିଜ ଅଞ୍ଚଳ ରେ ଏକ ଜିମ ଖୋଲିଛନ୍ତି ମିଳନ ସାହୁ …

Read More »

ବୃଦ୍ଧାଙ୍କୁ ଘର ପଛପଟୁ ବୃଦ୍ଧାଙ୍କୁ ଟାଣି ନେଲା ମହାବଳ ବାଘ

 ନୂଆପଡ଼ା, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି। ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ମହାବଳ ବାଘ ଆସି ବୃଦ୍ଧାଙ୍କୁ ଟାଣି ନେଇ ଖାଇ ଯାଇଥିଲା।  ଲୋକମାନେ ହୋ …

Read More »

ମାଟ୍ରିକ ପରୀକ୍ଷା ଶେଷ, ଏପ୍ରିଲ୍ ୩ ରୁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ

କଟକ,୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ର ଆଜି ଥିଲା ଶେଷ ଦିନ । । ଆଜି ଶେଷଦିନରେ ଗଣିତ ପରୀକ୍ଷା ଥିଲା। ଆଜି ର ପରୀକ୍ଷା ପରେ ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଆସନ୍ତା ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁଯାୟୀ, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବ। ପରୀକ୍ଷା କେନ୍ଦ୍ରରୁ …

Read More »