Sunday , March 26 2023
Breaking News

Recent Posts

ବିଦ୍ୟୁତ୍ କରେଂଟ ଲାଗି ଘର ମାଲିକ ଓ ଶ୍ରମିକ ଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ସଦରଥାନା ଅନ୍ତର୍ଗତ ଅଳକାପୁରୀ ଅଂଚଳରେ ଏକ ନବନିର୍ମିତ ଘରର ଫଲ୍ସ ଛାତ ଖୋଲିବା ସମୟରେ୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ଘର ମାଲିକ ଶରତ ବେହେରା ଏବଂ ଘର କାମ କରୁଥିବା ମିସ୍ତ୍ରୀ ଅରୁଣ ସାବତଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ, ସାଉଥ୍କୋରେ କାର୍ଯ୍ୟରତ କର୍ମଚାରୀ ଶରତ ବେହେରା ଅଳକାପୁରୀ ଅଂଚଳରେ ଏକ ଘର ତିଆରି କରୁଥିଲେ । କିଛି ଦିନ ହେଲା ଉକ୍ତକାର୍ଯ୍ୟ ଚାଲୁଥିବା ବେଳେ ଘରର ଛାତ କାମ ମଧ୍ୟ ସରିଥିଲା …

Read More »

ଚଳିତ ଆର୍ଥିକ ବର୍ଷରେ ୪୭,୫୦୩ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଚଳିତଆର୍ଥିକ ବର୍ଷରେ ୪୭,୫୦୩ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁପ୍ରକାଶ ଯେ, ଗତ ଆର୍ଥିକ ବର୍ଷରେ ୩୨,୬୬୬ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରାଯାଇଥିଲା । ଏହି ସମସ୍ତ ବୁଣାକାର ମାନଙ୍କ ୧,୦୨୩ ଜଣ ବୁଣାକାରଙ୍କୁ ବରିଷ୍ଠ ବୁଣାକାର ସହୟତା ମାଧ୍ୟମରେ ଭତା ଦିଆଯାଉଛି । ୬୦ରୁ ୮୦ ବର୍ଷ ବୟସ ଥିବା ବୁଣାକାରଙ୍କୁ ୫୦୦ ଟଙ୍କା ଓ ୮୦ବର୍ଷରୁ ଉଦ୍ଧ୍ୱର୍ ବୁଣାକାରଙ୍କୁ ୭୦୦ ଟଙ୍କା …

Read More »

ନ୍ୟାସନାଲ ଦଳିତ ୱାଚ ଓ ଆମ୍ବେଦକର ଲୋହିଆ ବିଚାରମଂଚ ଆନୁକୂଲ୍ୟରେ ଫନି ବାତ୍ୟା ପରିଚାଳନାର ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ନ୍ୟାସନାଲ ଦଳିତ ୱାଚ ଓ ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର-ଲୋହିଆ ବିଚାରମଞ୍ଚ ଆନୁକୂଲ୍ୟରେରାଜ୍ୟରେ ଫନି ପ୍ରଭାବିତ ୪ଟି ଜିଲ୍ଲାରେ‘ଫନି ବାତ୍ୟା ପରିଚାଳନାର ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀକୁ କେତେଦୂର ସାଙ୍ଗରେ ନିଆଯାଇ ପାରିଛି’ ଆଧାରରେ ଏହାକୁ ଅଧ୍ୟୟନ କରାଯାଇ ଏହାର ଏକ ରିପୋର୍ଟ ଭୁବନେଶ୍ୱର ୟୁନିଟ୍-୯ସ୍ଥିତବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ଉପରୋକ୍ତ ଦୁର୍ବଳ ସମ୍ପ୍ରଦାୟ ଗୁଡ଼ିକ ବିଭିନ୍ନ ପ୍ରକାର ଭେଦଭାବର ଶିକାର ହୋଇଥିବା ଦର୍ଶାଯାଇଥିବା ବେଳେ ଏକ ସମତୁଲ ତଥା …

Read More »