Friday , March 31 2023

Recent Posts

କାନ୍ଥପଡି ଗର୍ଭବତୀ ମହିଳା ଗୁରୁତର ଆହତ

ପିପିଲି, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅଧିନସ୍ଥ ହାଟସାହି ପଂଚାୟତର ଭୁଇଁଗୁଣ ଗ୍ରାମର ସଞ୍ଜୟ ପଣ୍ଡାଙ୍କ ଘର କାନ୍ଥ ପଡ଼ି ତାଙ୍କ ସ୍ତ୍ରୀ ବାସନ୍ତି ପଣ୍ଡା(୩୪)ଗୁରୁତର ଭାବେ ଆହତ ହୋଇଛନ୍ତି । ମେଡିକାଲରେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଖବର ମିଳିଛି । ବାସନ୍ତି ଘରେ ଗାଧେଇବା ପାଇଁ କଳକୁ ଯାଇଥିବା ସମୟରେ ତାଙ୍କ ଉପରେ ଘର କାନ୍ଥ ଭାଙ୍ଗି ପଡିଥିଲା । ଗତ ବାତ୍ୟାଠାରୁ ଭଙ୍ଗା ଘରେ ସେମାନେ ରହି ଚଳି ଆସୁଥିଲେ । ତହସିଲ ଓ ବ୍ଲକର ବାରମ୍ବାର ତଦନ୍ତ …

Read More »

ମଦ ଦୋକାନୀକୁ ପୁରସ୍କାର ନୀତି ବିରୁଦ୍ଧରେ ଶୋଭାଯାତ୍ରା

ଭୁବନେଶ୍ୱର ,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ମଦଦୋକାନୀମାନଙ୍କୁ ପୁରସ୍କାର ଦେବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାିଥିବା ପ୍ରସ୍ତାବକୁ ବିରୋଧକରି ମଦମୁକ୍ତି ଯୁବବାହିନୀ ପକ୍ଷରୁ ରାଜଧାନୀରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିବାବେଳେ ଶୋଭାଯାତ୍ରାଟି ବାଣୀବିହାରରୁ ଆରମ୍ଭ ହୋଇ ଲୋୟର ପିଏମ୍ଜି ଠାରେ ସମାପ୍ତ ହୋଇଥିଲା । ଏହି ଅବସରରେ ମଦମୁକ୍ତି ଯୁବବାହିନୀର ଆବାହକ ଶ୍ରୀଯୁକ୍ତ ସତ୍ୟବ୍ରତ ପ୍ରୁଷ୍ଟି କହିଛନ୍ତି ଯେ, “ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ମଦଦୋକାନୀ ମାନଙ୍କୁ ପୁରସ୍କାର ଦିଆଯିବା ପ୍ରସ୍ତାବ …

Read More »

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଗଣଧାରଣା

ବାଲେଶ୍ୱର,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବିନେଇ ବାଲେଶ୍ୱର ପୌରପାଳିକାର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ସହ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ଶତାଧିକ ସଫେଇ କର୍ମଚାରୀ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାଦେଇଥିବା ଦେଖିବାକୁ ମିଳଥିଲା । ଶ୍ରମିକନେତା ଭାଗବତ ପ୍ରତିହାରୀ ଏହି ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ପୌର କର୍ତୃପକ୍ଷଙ୍କ ଦ୍ୱାରା ଖୋଲା ଖୋଲି ସରକାରଙ୍କ ଶ୍ରମ ଆଇନ୍ ଉଲ୍ଲଂଘନ ହେଉଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି । ଏଥିସହ ପୌରପାଳିକା ଦ୍ୱାରା ନିଯୁକ୍ତ ଠିକାଦାର ସଫେଇ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରିରୁ କମ୍ …

Read More »