Friday , March 31 2023

Recent Posts

ଶିବ ପ୍ରସାଦ ଭଳ ବିଧାୟକଙ୍କ ପ୍ରତିନିଧି ହୋଇଥିବାରୁ ଦଳୀୟକର୍ମୀଙ୍କ ସ୍ୱାଗତ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କର କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ଭାବେ ପଳସିଂହା ପଂଚାୟତର ପୂର୍ବତନ ସରପଂଚ ମଧୁସୁଦନ ଭଳଙ୍କ ପୁଅ ତଥା ବର୍ତମାନର ସେହି ପଂଚାୟତର ସମିତି ସଭ୍ୟ ଶିବ ପ୍ରସାଦ ଭଳଙ୍କୁ କେନ୍ଦ୍ରାପଡା ବ୍ଲକର ବିଧାୟକଙ୍କ ପ୍ରତିନିଧି ଭାବେ ମନୋନ୍ୱିତ କରିଥିବାରୁ ବିଧାୟକଙ୍କୁ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ପଣ୍ଡା, ମୋହନ ଚରଣ ଆଚାର୍ଯ୍ୟ, ଅଶ୍ୱୀନୀ ପାତ୍ର, ମହମ୍ମଦ …

Read More »

ପୂର୍ବ ଭାରତର ସବୁଜ ବିପ୍ଳବ ଆଣିବା ପାଇଁ ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ବୈଠକ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-ପୂର୍ବ ଭାରତରେ ସବୁଜ ବିପ୍ଲବ ଆଣିବା ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା  କାର୍ଯ୍ୟାଳୟ  ସଦଭାବନା ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଜିଲ୍ଲାପାଳ  ସମର୍ଥ ବର୍ମାଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ  ହୋଇଥିଲା  ।   ଏହି  ବୈଠକରେ ମୁଖ୍ୟମନ୍ତ୍ରୀ କୃଷି  ଉଦ୍ୟୋଗୀ ଯୋଜନାର  ଜିଲ୍ଲା ନୋଡାଲ  ଅଧିକାରୀ  ବନ  ବିହାରୀ  ଦାସ  ଯୋଗଦେଇ   ପଶୁସମ୍ପଦ   ବିଭାଗରୁ   ୭ଜଣ  କୃଷି ଉଦ୍ୟୋଗୀଙ୍କ  ପ୍ରକଳ୍ପ ମିଳିଥିବା  ସମ୍ପର୍କରେ  ସୂଚନା  ପ୍ରଦାନ  କରିଥିଲେ ।  ଅନ୍ୟ ବିଭାଗ ଗୁଡିକରୁ ମଧ୍ୟ ଏହି …

Read More »

କେନ୍ଦ୍ରାପଡା ବିଧାୟକଙ୍କ ସହ ବିକାଶ ସାମ୍ମୁଖ୍ୟ କର୍ମକର୍ତାଙ୍କ ଆଲୋଚନା

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ  ଶଶୀଭୂଷଣ ବେହେରାଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର କର୍ମକର୍ତାମାନେ ସୋମବାର ପୂର୍ବାହ୍ନରେ ଭେଟି  ବିଶଦ୍ ଭାବରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଏହି ଜିଲ୍ଲା ଏକ କୃଷି ଭିତିକ ଜିଲ୍ଲା ହୋଇଥିବାରୁ ଜଳସେଚନ, ଶୀତଳ ଭଣ୍ଡାର ସ୍ଥାପନ, ଜଝାଙ୍ଗଠାରେ କୃଷିି ବିଶ୍ୱବିଦ୍ୟାଳୟ ସ୍ଥାପନ, ଜିଲ୍ଲାରେ ମେଡିକାଲ୍ କଲେଜ୍ ଅଥବା ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ୍, ବିଶ୍ୱ ବିଦ୍ୟାଳୟ ସ୍ଥାପନ, ପର୍ଯ୍ୟଟନର ବିକାଶ ପାଇଁ ଖସଡା ପ୍ରସ୍ତୃତି, ନଦୀ ଭିତିକ ବନ୍ଦର ସ୍ଥାପନ, …

Read More »