Sunday , January 29 2023
Breaking News

Recent Posts

ସଂକ୍ଷେପରେ ତାଜା ଖବର :  ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ – ପୂର୍ବତନ ସରପଂଚଙ୍କ ପୁଅ ମୃତ , ୨ ଗୁରୁତର

  ପୋଲସରା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ ଘଟି ପୂର୍ବତନ ସରପଂଚଙ୍କ ପୁଅ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୨ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।  ମିଳିଥିବା ସୂଚନା ଅନୁସାରେ ପୋଲସରା ଥାନା ଅନ୍ତର୍ଗତ ପାଣିରିପଡ଼ା ପଂଚାୟତ ର ବଡ଼ ଇଛାପୁର ଠାରେ ଏହି ଗୋଷ୍ଠି ସଂଘର୍ଷ ଘଟିଛି । ଗତକାଲି ରାତିରେ ପୂର୍ବତନ ସରପଂଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ ଏକ କାର ରେ ଭୁବନେଶ୍ୱରରୁ ଫେରୁଥିବାବେଳେ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇ …

Read More »

ସଂକ୍ଷେପରେ ତାଜା ଖବର :  ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ

  କେନ୍ଦ୍ରାପଡ଼ା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ ଜାରି ରହିଛି । ରାତି ପ୍ରାୟ ସାଢେ ୪ ଟାରୁ ଟିଟୋର ଦିଲାରପୁରସ୍ଥିତ ଘର ଉପରେ ଼ କ୍ରାଇମ ବ୍ରାଂଚ ର ଚଢ଼ାଉ ଆରମ୍ଭ ହୋଇଥିଲା । ଟିଟୋର ଦୁଇ ଭାଇ ଓ ଜଣେ ସମ୍ପକିୟ ଙ୍କୁ ପୋଲିସ୍ ଉଠାଇ ନେଇଛି ।  ଓଡ଼ିଶା ସମାଚାର

Read More »

ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ

  ପୁରୀ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ସାରା ଭାରତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାର ସଫଳ ପ୍ରତିକ୍ରିୟା ପ୍ରକାଶ କରୁଥିବା ନାନାଦି ପୁରସ୍କାର ପ୍ରାପ୍ତ ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ ଚଳିତ ମାସ ୧୭ ତାରିଖ ଦିନ ରଘୁରାଜପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ପ୍ରଳୟଙ୍କରୀ ମହାବାତ୍ୟା ଫନୀର କରାଳ ପରେ ରାପିଡ୍ ରେସପନ୍ସ୍ ଦଳ ପକ୍ଷରୁ ଓଡିଶାର ବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ନିୟମିତ ଭାବରେ ରିଲିଫ୍ ଯୋଗାଇ …

Read More »