ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର …
Read More »ଜଳସମ୍ପଦ ବିଭାଗ ଜମିରେ ବେଆଇନ ଭାବେ ମଣ୍ଡପ ନିର୍ମାଣ ଅଭିଯୋଗ
କେନ୍ଦ୍ରାପଡା ୨୯/୭/୨୦୧୯(ଓଡ଼ିଶା ସମାଚାର)-ଜଳ ସମ୍ପଦ ବିଭାଗ ଜମିରେ ବେଆଇନ ଭାବେ ସରକାରୀ ଅନୁଦାନରେ ଏକ ମଣ୍ଡପ ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର କୋରୁଆ ଗ୍ରାମରେ ଉଦବୃତ ଜଳ ନିଷ୍କାସନ ନିମନ୍ତେ ଥିବା ଜଳସମ୍ପଦ ବିଭାଗ ଜମିକୁ ପୋତାଯାଇ ସେହି ଜମି ଉପରେ ବେଆଇନ ଭାବେ ୩୫ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ଏକ ମଣ୍ଡପ ନିର୍ମାଣ କରାଯାଉଛି । ଏଥି ନିମନ୍ତେ ସଂପୃକ୍ତ ଜଳସମ୍ପଦ ବିଭାଗ କର୍ତୃପକ୍ଷଙ୍କ ଠାରୁ …
Read More »