Thursday , March 30 2023
Breaking News

Recent Posts

ଚାର୍ମସ ର ନିର୍ଦ୍ଦେଶରେ ଶ୍ରେଷ୍ଠ ମେଦବହୁଳତା ଡ଼ାକ୍ତର ରୂପେ ସମ୍ମାନିତ

ଭୁବନେଶ୍ୱର,୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-ଟାଇମ୍ସ ଗ୍ରପ୍ ଓ ଟାଇମ୍ ଅଫ ଇଣ୍ଡିଆ ତରଫରୁ ପ୍ରତବର୍ଷ ଭଳି ୨୦୧୮-୧୯ ବର୍ଷ ପାଇଁ ଶ୍ରେଷ୍ଠ ଡ଼ାକ୍ତରମାନଙ୍କୁ ସମ୍ମାନିତ କରାଯାଇଅଛି । ଅତ୍ୟାଧୁନିକ ଯୁଗରେ ମେଦବହୁଳତାର ସଫଳ ଚିକିତ୍ସା ଏକ ବିରାଟ ସମସ୍ୟା ରୂପେ ଦେଖାଦେଇଛି । ଖାରବେଳ ନଗରସ୍ଥିତ ରାମ ମନ୍ଦିର ନିକଟରେ ଥିବା ଚାର୍ମସ ବିଗତ ଚାରିବର୍ଷ ହେଲା ମେଦବହୁଳତାର ସଫଳ ସମାଧାନ କରିପାରୁଛି ବିନା ଔଷଧ ଓ ସର୍ଜରୀରେ । ଏଠାକାର ଅଭିଜ୍ଞ ଡ଼ାକ୍ତର ଏବଂ ଡ଼ାଏଟିସିଆନମାନେ ରୋଗୀମାନଙ୍କୁ ସଫଳତାର ସହ ଏକ ସୁସ୍ଥ …

Read More »

କେନ୍ଦ୍ରାପଡା କଲେଜରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା କଲେଜ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ +୨ ପ୍ରଥମ ବର୍ଷ କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାକରି   ଶୃଙ୍ଖଳାର ସହିତ ପାଠପଢାରେ ମନୋନିବେଶ କରିଲେ ଭବିଷ୍ୟତ କିଭଳି ଉଜ୍ଜ୍ୱଳମୟ ହୋଇପାରିବ ସେ  ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସାହାବୁଦ୍ଦିନ ଅଲ୍ଲୀ ଉପସ୍ଥିତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ …

Read More »

ସେସୁ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା :

 ୧୨ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସେସୁ ଷ୍ଟାଫଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-ସେସୁ ନିର୍ବାହୀ ଯନ୍ତ୍ରୀ ଅମରଜୀତ ପଟ୍ଟନାୟକଙ୍କ ଉପରେ ଶନିବାରେ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଘଟଣାର ୪୮ଘଂଟା ପରେବି ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିନଥିବାରୁ ତାହାର ପ୍ରତିବାଦରେ ସୋମବାର କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ କର୍ମଚାରୀମାନଙ୍କ ପକ୍ଷରୁ ଆସନ୍ତା ୧୨ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ  ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ ଯେ  …

Read More »