Sunday , October 1 2023

Recent Posts

ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ଦେହାନ୍ତ

କଟକ,୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ଦେହାନ୍ତ ହୋଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକପ ଘଟିଛି । ସେ ମଧ୍ୟ ପୂର୍ବରୁ କରୋନା ରେ ସଂଙ୍କ୍ରମିତ ହୋଇଥିଲେ । ଚା ଦୋକାନ କରି ସେ ବସ୍ତିର ପିଲା ମାନଙ୍କୁ ପାଠ ପଢ଼ାଉଥିଲେ । ତାଙ୍କ ର ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ …

Read More »

ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଛତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ ତାମ୍ପରା ହ୍ରଦ ନିକଟରେ ଆଜି ବୁଧବାର ସକାଳେ (ସାଢ଼େ ୬ ଟାରେ ) ବିଶାଖାପାଟଣା ରୁ ଜଟଣୀ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ୟାଙ୍କରରୁ ମେନ୍ ଭଲବ ନିକଟରେ ଗ୍ୟାସ୍ ଲିକ୍ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ଓଡ଼ରାଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ …

Read More »

କଟକ ରୁ ପୁଣି ଧଳା ଜହର ଜବତ, ୫ ଗିରଫ

କଟକ, ୧୩/୦୧/୨୦୨୧ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକରୁ ପୁଣି ଧଳା ଜହର ଜବତ ହୋଇଛି । ବିଡ଼ାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଚଢ଼ାଉ କରି ଦେଉଳୀସାହି ଦେବୀ ଘର ନିକଟରୁ ୧୦୬ ଗ୍ରାମ ର ଧଳା ଜହର (ବ୍ରାଉନ ସୁଗାର) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାର ର ଆମୁନାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ …

Read More »