Friday , June 9 2023

Recent Posts

ସ୍ୱତନ୍ତ୍ର ବିଦ୍ୟାଳୟରେ ଶିକ୍ଷକ,କର୍ମଚାରୀ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ

କେନ୍ଦ୍ରାପଡା ୧୩/୦୯/୨୦୧୯(ଓଡ଼ିଶା ସମାଚାର)- ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୫୨ଟି ସ୍ୱତନ୍ତ୍ର (ଭିନ୍ନକ୍ଷମ)ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଅନୁମତି (ରେକଗନିସନ) ମିଳିଥିବା ବେଳେ ସେଥି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଛି । ଜିଲ୍ଲାରେ ଥିବା ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ  ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ଏକ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେହି ୪ଟି …

Read More »

ପାଇକା ସାଇଫନ୍ ବିପଦଜନକ ଅବସ୍ଥାରେ 

ଗରଦପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ମହାନଦୀ – ଦ୍ୱୀପାଂଚଳର ଦ୍ୱୀପାଂଚଳର କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ନୟନପୁର ଓ ଜଗତ୍ସିଂହପୁର ଜିଲାର ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର କୁ ସଂଯୋଗ କରୁଥିବା ପାଇକା ସାଇଫନ୍ ଓ ସେତୁ ଗତ ୧୮ଅପ୍ରେଲ ୧୯୯୨ ରେ ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ୨୬ ବର୍ଷ ଅତିକ୍ରମ ହୋଇଯାଇଛି । ବର୍ଷ ବର୍ଷ ଧରି କେନାଲ ର ଶଯ୍ୟାକୁ ଢ଼ଳେଇ କାର୍ଯ୍ୟ କରାଯାଉଥିବାବେଳେ ବିଭାଗୀୟ ଯନ୍ତ୍ରୀମାନେ କାର୍ଯ୍ୟ ସ୍ଥଳକୁ ଆସୁଛନ୍ତି କିନ୍ତୁ ଉକ୍ତ ସାଇଫନ୍ …

Read More »

ବିଲହାଟ ବିଏସଏନଏଲ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ପାଇଁ ଦାବି

ବିଲହାଟ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଏସଏନଏଲ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ନେଟ ୱାର୍କ ସମସ୍ୟା ରହୁଥିବାରୁ ଗ୍ରହକ ମାନଙ୍କ ଦାବି ଫଳରେ ମହାନଦୀ – ଚିତ୍ରୋତ୍ପଳା ଦ୍ୱୀପାଂଚଳର ବିଲହାଟ ଠାରେ ଗତ ୧ ବର୍ଷ ରୁ ଉଦ୍ଧ୍ୱର୍ ସମୟ ହେଲା ଏକ ଛୋଟ ଟାୱାର ପ୍ରତିଷ୍ଠା  କରାଯାଇଛି । ତେବେ ଏହାକୁ ଚାଲୁ କରାନଯିବା ଫଳରେ ବିଏସଏନଏଲ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ନେଟ ୱାର୍କ ସମସ୍ୟା ଲାଗିରହିଛି ।  ବିଲହାଟ ବଜାର ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏଠାରେ ବିଭିନ୍ନ ଘରୋଇ ମୋବାଇଲ ଫୋନ …

Read More »