Friday , June 9 2023

Recent Posts

ସଂକ୍ଷେପରେ ତାଜା ଖବର : ଗଂଜାମରେ ପୋଲିସ ର ଏନକାଉଂଟର – ଅପରାଧୀ କୋକୋ ଆହତ, ମାଉଜର, ଗୁଳି, ବାଇକ୍ ଓ ମୋବାଇଲ ଫୋନ୍ ଜବତ

ଗଂଜାମ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଗଂଜାମରେ ପୋଲିସ ର ଏନକାଉଂଟର । ଗଂଜାମ ର ଜୟଶ୍ରୀ କେମିକାଲ ରୋଡ଼୍ ରେ ଏହି ଏନକାଉଂଟର ହୋଇଛି । ବହୁ ଅପରାଧରେ ଜଡ଼ିତ ଏପରିକି ନରହତ୍ୟା ଭଳି ଅପରାଧୀକ ମାମଲା ରହିଥିବା ଗୋଶାଣି ନୂଆଗାଁ ଅଂଚଳର ସୁଶାନ୍ତ ବେହେରା ଆଲିଆସ କୋକୋ ପୋଲିସ ର ଏନକାଉଂଟର ରେ ଆହତ ହୋଇଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି । ତା ଠାରୁ ଗୋଟିଏ ମାଉଜର, …

Read More »

ପାରାଦ୍ୱୀପ ବନ୍ଦର ଦ୍ୱାରା “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

ପାରାଦ୍ୱୀପ ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ କାର୍ଯ୍ୟକ୍ରମ ଅନ୍ତର୍ଗତ “ସ୍ୱଚ୍ଛତା ହିଁ ସେବା-୨୦୧୯” ପାରାଦ୍ୱୀପ ବନ୍ଦର ପକ୍ଷରୁ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ବୁଧବାର ଦିନ ବନ୍ଦର ପ୍ରଶାସନିକ ଭବନ ପ୍ରାଙ୍ଗଣରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏ ଙ୍କ ତତ୍ୱାବଧାନରେ ଏକ ସ୍ୱଚ୍ଛତା ସଂକଳ୍ପ ସମାବେଶ ହୋଇଥିଲା । ଏଥିରେ ବନ୍ଦରର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୧୧ …

Read More »

ଯୌତୁକ ପାଇଁ ଭାଉଜକୁ ପୋଡ଼ି ମାରିବା ଅଭିଯୋଗରେ ନଣନ୍ଦକୁ ଆଜୀବନ ସଜ୍ଜା

ସାଲେପୁର, ୧୩/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା )- ଭାଉଜକୁ ପୋଡ଼ି ମାରିବା ଘଟଣାର ବିଚାର କରି ସାଲେପୁର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ନଣନ୍ଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୫ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି । ଜୋରିମାନା ଅନାଦେୟ ୬ମାସ ଅତିରିକ୍ତ ଦଣ୍ଡାଦେଶ କରାଯାଇଛି । ଖବରରୁ ପ୍ରକାଶ ଯେ ଜଗତପୁର ଥାନା ଅନ୍ତର୍ଗତ ସୁନାରିବଣର  ରଜନୀ ଗାଗରାଇଙ୍କୁ ତାଙ୍କ ନଣନ୍ଦ ସନ୍ଧ୍ୟାରାଣୀ ଗାଗରାଇ ଗତ ୨୦୧୭ମସିହା ସେପ୍ଟେମ୍ବର ୧୧ତାରିଖ ଦିନ ଯୌତୁକ ପାଇଁ କିରୋସିନ ଢ଼ାଳି …

Read More »