Sunday , October 1 2023

Recent Posts

ସେବକ ପାଣି ମେମୋରିଆଲ ଚାଲେଂଜ ଟ୍ରଫି – ୟଙ୍ଗ ଇଲେଭେନ୍ ନଇନ୍ଦିପୁର ଚମ୍ପିଆନ୍ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ମଦନ ମୋହନ କି୍ରକେଟ ଷ୍ଟାଡ଼ିଅମ ରେ ଆଜି ସେବକ ପାଣି ମେମୋରିଆଲ ଚାଲେଂଜ ଟ୍ରଫି ଅନୁଷ୍ଠିତ ହୋଇଥିଲା ।  ଏଥିରେ ୟଙ୍ଗ ଇଲେଭେନ୍ ନଇନ୍ଦିପୁର ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ପ୍ରଥମେ ଟସ ଜିତି ଉକୁସାହି ବିଏମସିସି ୯ ଉଇକେଟ ବିନିମୟରେ ୨୦ ଓଭର ଖେଳି ୯୯ ରନ୍ ସଂଗ୍ରହ କରିଥିଲା ।  ଏହାର ଜବାବରେ ୟଙ୍ଗ ଇଲେଭେନ୍ ନଇନ୍ଦିପୁର ୧୨ ଓଭର ଖେଳି ୫ ଉଇକେଟ ବିନିମୟରେ ୧୦୦ ରନ୍ ସଂଗ୍ରହ …

Read More »

ଅସହାୟଙ୍କୁ ସମାଜସେବୀଙ୍କ କମ୍ବଳ ବଂଟନ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପବ୍ଲିକ୍ ସ୍କୁଲ ର ପ୍ରତିଷ୍ଠାତା ସମାଜସେବୀ ତଥା ପ୍ରଧ୍ୟାପକ ଅଜୟ ରାଉତ ଗରଦପୁର ବ୍ଲକ୍ ଅଂଚଳରେ ଆଜି ଅସହାୟ ପରିବାରଙ୍କୁ କମ୍ବଳ ବଂଟନ କରି ସହାୟତାର ହାତ ବଢ଼ାଇଛନ୍ତି । ବିଭିନ୍ନ ସମୟରେ ଅସହାୟ ଲୋକଙ୍କ ନିକଟତର ହୋଇ ଦୀର୍ଘ ବର୍ଷ ଧରି ଅସହାୟଙ୍କୁ ସାହାଯ୍ୟ କରିଆସୁଥିବା ଶ୍ରୀ ରାଉତ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତର ହରିପୁର ଗ୍ରାମରେ ଥିବା  ଦଳିତ ବସ୍ତିକୁ ଯାଇଥିଲେ । ମାଘ ଯାଡ଼ରେ ଅସହାୟ ଅବସ୍ଥାରେ ଜୀବନ ନିର୍ବାହ …

Read More »

ମଧୁବାବୁ ପାଠାଗାର ରେ ଫକୀର ମୋହନ ଜୟନ୍ତୀ ପାଳନ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ମଧୁବାବୁ ପାଠାଗାର ରେ ଆଜି ବ୍ୟାସକବି ଫକୀର ମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ମଧୁବାବୁ ପାଠାଗାର ଓ ସମ୍ବାଦ ସାହିତ୍ୟ ଘର ର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅଂଚଳର ସାହିତ୍ୟିକ, ବୁଦ୍ଧିଜିବୀ , କବି, ଲେଖକ , ଶିକ୍ଷକ , ଅଧ୍ୟାପକମାନେ ଯୋଗଦେଇ ସଙ୍କ୍ରାନ୍ତୀ ପୁରୁଷ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସାମ୍ବାଦିକ …

Read More »