Friday , March 31 2023

Recent Posts

ବୋମାମାଡ଼ ରେ ଦୁଇ ଜଣ ଆହତ

ବ୍ରହ୍ମପୁର,୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ନିମଖଣ୍ଡି ଥାନା ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ଗାଁରେ ବୋମାମାଡ଼ ହୋଇଛି । ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାବେଳେ ସେହି ଗାଁ ର କାର୍ତ୍ତିକ ପାତ୍ର ନିଜ ଘର ଦାଣ୍ଡରେ ଠିଆ ହୋଇ ଶ୍ରମିକମାନଙ୍କୁ ଟଙ୍କା ଦେଉଥିବାବେଳେ ହଠାତ୍ କାଳିଆ ପାତ୍ର ଓ ଏମ ମହେଶ ଦୋରା ଦୁଇ ଜଣ ଏକ ବାଇକ୍ ରେ ଆସି କାର୍ତ୍ତିକଙ୍କ ଉପରକୁ ହଠାତ୍ …

Read More »

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ପ୍ରଶାସନ ଉଦ୍ୟମରେ ଗରୁଡବନ୍ଦି ଗ୍ରାମରେ ଶାନ୍ତି ଫେରିଲା

ଭୁବନ ୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ଗରୁଡବନ୍ଦି ଗ୍ରାମରେ ବିଭିନ୍ନ କାରଣରୁ ସବର୍ଣ୍ଣ- ଅସବର୍ଣ୍ଣ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପୋଲିସ ଓ ରାଜସ୍ୱ ପ୍ରଶାସନ ନିକଟରେ ଏହି ଖବର ପହଁଚିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ହୋଇଥିଲା । ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ଓ ନିର୍ଦ୍ଧେଶରେ କାମାକ୍ଷାନଗର ଉପଜିଲାପାଳ  ଜ୍ୟୋତି ଶଙ୍କର ସାହୁ , ଏସଡିପିଓ ରଂଜନ କୁମାର ଦେ , ଭୁବନ ଥାନା ଆଇ …

Read More »

୪ ଜଣ ୱାରେଂଟି ଗିରଫ

 ଭୁବନ ୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ଅତିରିକ୍ତ ଜିଲା ଜଜ୍ , କାମାକ୍ଷାନଗର ଙ୍କ କୋର୍ଟରୁ ସିଟି(ଏସଏସ) ୪୮/୨୦୧୭ କେଶ ରେ ଜାମିନ ବିହୀନ ପରୱାନା ପାଇ ଭୁବନ ଥାନା ତରଫରୁ ଗତ ରବିବାର ରାତି ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଭୁବନ ପୋଲିସ ଜୟପୁର ଗ୍ରାମରେ ଚଢାଉ କରି ବେଲ ବେହେରା , ମାନସ ବେହେରା , ବିପିନ ବେହେରା ଓ ବିଜୟ ଓରଫ ବିଚି ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉପରୋକ୍ତ …

Read More »