Sunday , October 1 2023

Recent Posts

ଟାଙ୍ଗୀ ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ଗଠିତ

ନିରାକାରପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଧାନ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମିଳିତ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ଗଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ମଧୁସୂଦନ ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, ବ୍ଲକ ଏବିଇଓ ଉପସ୍ଥିତ ରହି କ୍ରୀଡ଼ା ସଂଗଠନକୁ ସୁଦୃଢ ଓ ସୁପରିଚାଳନା ପାଇଁ ଏକ ସଂଗଠନ ଗଢାଯାଇଥିଲା । ଏହି ସଂଗଠନର ସଭାପତିଭାବେ ଟାଙ୍ଗୀ ବ୍ଲକ ବିଇଓ ମଧୁସୂଦନ ମଲ୍ଲିକ …

Read More »

ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଉପକୂଳ ସଫେଇ ଅଭିଯାନ

ପାରାଦୀପ,୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ୪୫ତମ ରେଜିଙ୍ଗ ଡେ ଅବସରରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ପାରାଦ୍ୱୀପ ବେଳାଭୂମିରେ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଓଡିଶା(୭)ପକ୍ଷରୁ ୮୦ଜଣ କୋଷ୍ଟଗାର୍ଡ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ପାରାଦ୍ୱୀପ ସମୁଦ୍ର ବେଳାଭୂମି ସଫେଇ କରିଥିଲେ । ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମିକୁ ବୁଲିବା ପାଇଁ ଆସିଥାନ୍ତି, ଯିବାବେଳେ କିଛି କିଛି ଜରି ଓ ପ୍ଳାଷ୍ଟିକ୍ ବୋତଲ ଫିଙ୍ଗି ଦେଇଥାନ୍ତି । ସମୁଦ୍ର ଉପକୂଳ ସଫା ରହିଲେ ପରିବେଶ ପ୍ରଦୂଷିତ ହେବ ନାହିଁ । …

Read More »

ପାରାଦୀପ ଖବର କାଗଜ ବିକ୍ରେତା ଙ୍କୁ କରୋନା ଯୋଦ୍ଧା ସମ୍ମାନ

ପାରାଦୀପ,୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱ ତଥା ଦେଶ ରେ ମହାମାରୀ କରୋନା  ଯେତେବେଳେ ତାର କାୟା ବିସ୍ତାର କରିଥିଲା ସେତେବେଳେ ନିଜ ଜୀବନ କୁ ତୁଛ କରି ଲୋକମାନଙ୍କ ପାଖ ରେ ସମ୍ବାଦପତ୍ର ପହଂଚାଇଥିଲେ ପାରାଦୀପ ର ଖବର କାଗଜ ବିକ୍ରେତା । କେରାନା ସଂପର୍କିତ ସଚେତନତା ର ବାର୍ତା ସେତେବେଳେ ସରକାର ସମସ୍ତ ଖବର କାଗଜ ର ସିରୋନାମା ହେଉଥିଲା । ଲୋକମାନଙ୍କ ନିକଟ ରେ ମହାମାରୀ କରୋନା ଭୁତାଣୁ ସଂପର୍କିତ ସଚେତନତା ର ବାର୍ତା ପହଂଚେଇବାକୁ ନିଜର ସବୁଦିନିଆ କର୍ତବ୍ୟ …

Read More »