Sunday , October 1 2023

Recent Posts

ବର୍ଷିୟାନ ଅଭିନେତା ରବି ମିଶ୍ର ଙ୍କ ଦେହାନ୍ତ

ଭୁବନେଶ୍ୱର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ ଓ ଘରେ ଘରେ ପରିଚିତ ଥିଲେ । ଓଡ଼ିଆ ମଞ୍ଚ, ଧାରାବାହିକ ଓ ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଦୂରଦର୍ଶନରେ …

Read More »

ଦୁର୍ବୃତଙ୍କ ସିରିଜ୍ ଗୁଳିମାଡ଼ରେ ବେଗୁନିଆପଡା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ମୃତ

ଗଞ୍ଜାମ ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଦୁର୍ବୃତଙ୍କ ଗୁଳିମାଡରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ପ୍ରାଣହାନି ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି । ମିଳିଥିବା ତାଜା ସୂଚନା ଅନୁସାରେ , ଆଜି (ବୁଧବାର ) ସକାଳ ପ୍ରାୟ ୯ ଟା ବେଳେ ସୁମଣ୍ଡଳ ବସଷ୍ଟାଣ୍ଡ ନିକଟରେ ଏକ ଚା ଦୋକାନରେ ଦେବରାଜ ଚା ପିଉଥିବା ବେଳେ ଏକ କାର ରେ ପ୍ରାୟ ୪ ରୁ ୫ ଜଣ ଦୁର୍ବୃତ ଆସି ଅଚାନକ ଭାବେ ଅତି ନିକଟରୁ …

Read More »

ବେଦାନ୍ତର ପ୍ରଥମ କୋଭିଡ ଟୀକାକରଣ ଓଡ଼ିଶାର ଝାରସୁଗୁଡା ଆଲୁମିନିୟମ୍ ପ୍ଲାଂଟରେ ଅନୁଷ୍ଠିତ ହୋଇଛି

ଝାରସୁଗୁଡା, ଜାନୁଆରୀ୧୯, ୨୦୨୧(ଓଡ଼ିଶା ସମାଚାର)-; ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଉତ୍ପାଦକ ଆଲୁମିନିୟମ୍ ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ, ଏହାର ମେଡିକାଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବେଦାନ୍ତ ଗୃପରେ ପ୍ରଥମ ହୋଇଛି । ଓଡ଼ିଶାର ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ସହଭାଗିତାରେ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତର ବୃତିଗତ ସ୍ୱାସ୍ଥ୍ୟଦଳର ୧୨୫ଜଣ କର୍ମଚାରୀଙ୍କୁ ଟିକାଦିଆଯିବ । ସମସ୍ତ କୋଭିଡ ନିର୍ଦ୍ଧେଶାବଳୀକୁ କଡାକଡି ପାଳନକରି ଆଜିର ଟୀକାକରଣ ଡ୍ରାଇଭ୍ ଜିଲ୍ଲା ପ୍ରଶାସନର ତୀକ୍ଷ୍ଣ ତତ୍ୱାବଧାନରେ ଅନୁଷ୍ଠିତ …

Read More »