Friday , June 9 2023

Recent Posts

ମହତ୍ମା ଗାନ୍ଧୀ ଓ ବରୀ    –

ପ୍ରାୟ ଅଣାନବେ ବର୍ଷ ତଳର କଥା । ସେତେବେଳେ ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ବରୀରେ ରାତ୍ରି ଯାପନ କରିଥିଲେ । ୧୯୩୪ମସିହା ମେ ମାସ ୨୧ତାରିଖରେ ମହାତ୍ମା ଗାନ୍ଧୀ ଯାଜପୁର ଜିଲ୍ଲାର ବଇରୀ ରେଳ  ଷ୍ଟେସନ ଠାରୁ ହରିଜନ ପଦ ଯାତ୍ରା ଆରମ୍ଭ କରି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାରେ ପଦ ଯାତ୍ରା  କରି ଜୁନ ୦୭ ତାରିଖରେ ସପ୍ତମ ଓଡିଶା ଆଗମନ ଶେଷ କରିଥିଲେ ଏବଂ କର୍ମୀମାନଙ୍କୁ ଗୋଟିଏ ଗୋଟିଏ ଗ୍ରାମରେ ରହି ରଚନାତ୍ମକ କାମ …

Read More »

ଛଣଗିରି ରେ ସ୍ବେଛାସେବୀ ଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ 

ନିରାକାରପୁର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା  ଛଣଗିରି ୟୁଥ୍ କ୍ଲବ୍ ଦ୍ଵାରା ପ୍ରଭୁ ଗୋପାଳ ଜି ମନ୍ଦିର ପରିସର ସଫା କରା ଯାଇଛି।  ମନ୍ଦିର ପରିସରରେ ପଡ଼ିଥିବା ଅଳିଆ ଆବର୍ଜନା ସହିତ ଉଠିଥିବା ଅନାବନା ଗଛକୁ କାଟି ସଫା କରାଯାଇଛି। ଏହି କାର୍ଯ୍ୟକ୍ରମରେ   କ୍ଲବ୍ ର ସେକ୍ରେଟାରୀ ବିନାୟକ ଚନ୍ଦ୍ର ବେହେରା, ଟୁଟୁ ଭୋଇ, ଦିଲିପ କୁମାର ସେଠୀ,ବାସୁଦେବ ବେହେରା ପ୍ରମୁଖ ସାମିଲ ହୋଇ ସୁଚାରୁରୂପେ ସଫେଇ କାର୍ଯ୍ୟ କରିଥିଲେ ।

Read More »

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ଶେଷ ହେଉ ହେଉ କାର୍ଯ୍ୟ ସୂଚନା ଫଳକ କିଏ ନେଇଗଲେ !

ନିରାକାରପୁର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)-  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ଶେଷ ହେବାର କିଛି ଦିନ ମଧ୍ୟରେ ରାସ୍ତା ଆରମ୍ଭରୁ ଲାଗିଥିବା କାର୍ଯ୍ୟର ସମ୍ପୂର୍ଣ ବିବରଣୀ ଓ ଠିକାଦାରଙ୍କ ନାମ ଫଳକ କୁ କେହି କାଢି ନେଇଯାଇଛି। ଯାହାକି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ପଞ୍ଚାୟତ ହେମନ୍ତପୁର ହଜ – ବଡପୋଖରିଆ ପିଡବ୍ଲୁଡ଼ି ରାସ୍ତାକୁ ସଂଯୋଗ କରି ସରପାରୀ ଗ୍ରାମ ପର୍ଯ୍ୟନ୍ତ ଆସିଛି। ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ର   ହେମନ୍ତପୁର ଠାରେ ଲାଗିଥିବା ବିବରଣୀ ନାମଫଳକ ଟି ଲାଗିଥିଲା।ଏହି ଫଳକରେ କାର୍ଯ୍ୟ …

Read More »