Friday , March 31 2023

Recent Posts

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା  ଉକ୍ରଳ ବିଶ୍ୱବିଦ୍ୟାଳୟ ସିନେଟ୍ ସଭ୍ୟ ଭାବେ ନିର୍ବାଚିତ

ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଓଡ଼ିଶା ବିଧାନସଭା ଚିଠି ନଂ୩୬୦, ତା.୦୯ ।୦୮ ।୨୦୧୯ରିଖ ଅନୁଯାୟୀ ଗତ ତା.୦୩ ।୦୮ ।୧୯ରିଖରେ ବିଧାନସଭା ଗୃହରେ   ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ୩ଜଣଙ୍କ ନାମ ଘୋଷଣା କରାଯାଇଥିଲା । ପ୍ରଶାନ୍ତ କୁମାର ବେହେରା ସିନେଟ୍ ସଭ୍ୟ ଭାବେ ନିଦ୍ଧ୍ୱର୍ନ୍ଦରେ ନିର୍ବାଚିତ …

Read More »

  ଗାଁ  ଚାଷୀଙ୍କ ସାଥି ତାଳପତ୍ର ପଖିଆ ଆଉ ଦେଖିବାକୁ ମିଳୁନି 

 ଗରଦପୁର,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗାଁ ଚାଷୀମାନଙ୍କର ସାଥି କୁହାଯାଉଥିବା ତାଳପତ୍ର ପଖିଆ ଆଉ ପୂର୍ବ ଭଳି ଦେଖିବାକୁ ମିଳୁନି । ପ୍ରତି ବର୍ଷ ବର୍ଷା ରୁତୁ ଆସିଲେ ଗ୍ରାମାଂଚଳରେ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ଚାଷୀମାନଙ୍କ ପାଇଁ ଆବଶ୍ୟକ ପଡେ ପାଳପତ୍ରରେ ତିଆରି ହୋଇଥିବା ପଖିଆ । ଏହି ତାଳପତ୍ର ପଖିଆରେ ଚାଷୀ ବର୍ଷା ସମୟରେ ମୁଣ୍ଡରେ ଦେଇ ଚାଷକାର୍ଯ୍ୟ କରିଥାଏ । ମାତ୍ର ସମୟକ୍ରମେ ପାରମ୍ପାରିକ ଚାଷ କାର୍ଯ୍ୟ ପଦ୍ଧତିରୁ ଦିନକୁ ଦିନ ଦୂରେଇ ଯାଇ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଚାଷ କାର୍ଯ୍ୟ କରୁଥିବା …

Read More »

ଆଜି ଭାଙ୍ଗିବ ଐତିହାସିକ ଏମାର ମଠ – ଭୁତଳ ଘର ର ସନ୍ଧାନ – ମଠ ଛାଡ଼ୁନାହାନ୍ତି ମହନ୍ତ

ପୁରୀ, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଏହାକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠ ଭଙ୍ଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଠକୁ ଭାଙ୍ଗିବା ପାଇଁ ବୁଧବାର ମଠର ମହନ୍ତଙ୍କୁ ବିଧିବଦ୍ଧ ଭାବେ ନୋଟିସ୍ କରିଛି ଜିଲ୍ଲା ପ୍ରଶାସନ । ତେବେ ଏହି ନୋଟିସକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗ୍ରହଣ କରିନାହାନ୍ତି ମହନ୍ତ । ଫଳରେ କାନ୍ଥରେ …

Read More »