Friday , March 31 2023

Recent Posts

ଲାଂଚ ନେବା ମାମଲା : ମଙ୍ଗଳ ଅଧିକାରିଙ୍କୁ ସାଢେ ୩ ବର୍ଷ ଜେଲ

  ଜୟପୁର,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଜୟପୁର ଭିଜିଲାନ୍ସ କୋର୍ଟରେ ଲାଂଚ ନେବା ମାମଲାର ଶୁଣାଣି ହୋଇଛି । ମାମଲା ବିବରଣୀରୁ ପ୍ରକାଶ ଯେ କନ୍ଧମାଳର କେ ନୂଆଗାଁ ଗ୍ରାମର ଗଦାବରିଶ ସେଠି ଗୁଣୁପୁର ବ୍ଲକରେ ବ୍ଲକ ମଙ୍ଗଳ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ୨୦୧୨ ମସିହାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଗୁଣୁପୁର ବ୍ଲକ ଚାଲକମ୍ବା ଗ୍ରାମର ମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାପତୀ ଶ୍ୟାମ ଶବରଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଗଦାବରିଶ ସେଠି ଧରା …

Read More »

ଜଳସମ୍ପଦ ମନ୍ତ୍ରୀଙ୍କ ଓଡିଶା ଉଠାଜଳସେଚନ ନିଗମ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର ,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ କୃଷିର ଅଭିବୃଦ୍ଧି ଓ କୃଷକମାନଙ୍କ ସାମାଜିକ ଅର୍ଥନୈତିକ ବିକାଶରେ ଉଠା ଜଳସେଚନ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷି ଓ କୃଷକକୁ ସହଯୋଗ କରିବାରେ ଉଠାଜଳସେଚନ ନିଗମର ଅଧିକ ଭାଗିଦାରିତା ରହିଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ନିକଟରେ ଏହାର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି, ଯିଏ କି ସବୁବେଳେ କୃଷି ଓ କୃଷକର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଉଠାଜଳସେଚନ ନିଗମ ତରଫରୁ …

Read More »

ସଂକ୍ଷେପରେ ତାଜା ଖବର : ଦୋକାନଘରେ ନିଆଁ ଲାଗି ନଗଦ ୪ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ବିଦ୍ୟୁତ ସଂରଂଜାମ , ଯନ୍ତ୍ରାଂଶ ଜଳିପୋଡ଼ି ଛାରଖାର

କୋଇଡ଼ା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଏକ ବିଦ୍ୟୁତ ଦୋକାନଘରେ ନିଆଁ ଲାଗି ନଗଦ ୪ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ବିଦ୍ୟୁତ ସଂରଂଜାମ , ଯନ୍ତ୍ରାଂଶ ଜଳିପୋଡ଼ି ଛାରଖାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୋଇଡ଼ା ଛଳରେ ଥିବା ଏକ ବିଦ୍ୟୁତ ଦୋକାନଘରେ ନିଆଁ ଲାଗିଯାଇଥିଲା । କୌଣସି କମ୍ପାନୀକୁ ପେମେଂଟ କରାଯିବାକୁ ଦୋକାନରେ ରଖାଯାଇଥିବା ନଗଦ ୪ ଲକ୍ଷ ଟଙ୍କା ଓ ଦୋକାନରେ ଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ସାମନ ପୋଡ଼ି …

Read More »