ଖୋର୍ଦ୍ଧା,୩୦/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ଵର ଛକ ଠାରେ କଣ୍ଟେନର କୁ ପଛରୁ ପିଟିଲା କାର୍। …
Read More »ସାଲେପୁର ଭାତପଡାନିକଟରେ ସଡକ ଦୁର୍ଘଟଣା
ସାଲେପୁର,୨୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଭାତପଡା ଛକ ନିକଟରେ ସଡକ ଦୁର୍ଘଟଣାରେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଟାଟା ଏସି ଓ ଅଟୋ ମଧ୍ୟରେ ହୋଇଥିଲା ଧକ୍କା। ଧକ୍କା ସମୟରେ ଏକ କାର ବ୍ରେକ ମାରି ଅଟକିବା ସମୟରେ ପଛପଟୁ ଆସୁଥିବା ଟ୍ରକ କାର କୁ ଦେଇଥିଲା ଧକ୍କା। ଘଟଣା ସ୍ଥଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଓଡ଼ିଶା ସମାଚାର
Read More »